ନୂଆବର୍ଷ ଭୋଜି ବେଳେ ଗୋଷ୍ଠୀ ସଙ୍ଘର୍ଷ, ୧୦ ଆହତ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ନୂଆବର୍ଷ ଭୋଜି ବେଳେ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ଭିତରେ ସଂଘର୍ଷ। ମାରପିଟ୍‌ରେ ଉଭୟ ଗୋଷ୍ଠୀରୁ ୧୦ ଆହତ। ସମସ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତିି କରାଯାଇଛି। ଆଜି ପୁଇଁତଳା ଥାନା ଟିମାପାଲି ଗାଁରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, ଟିମାପାଲି ଗାଁର ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ଅଲଗା ଅଲଗା ସ୍ଥାନରେ ଭୋଜିଭାତ କରୁଥିଲେ। ହରିଜନପଡାରେ ଅସବର୍ଣ୍ଣ ଗୋଷ୍ଠୀ ଡି.ଜେ ବଜାଇ ନାଚ କରୁଥିଲେ। ଜୋରରେ ଡି.ଜେ ବଜାଉଥିବାରୁ ଏହାର ପ୍ରତିବାଦ […]

injured

injured

Niranjan Mishra
  • Published: Sunday, 01 January 2023
  • Updated: 01 January 2023, 09:54 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ନୂଆବର୍ଷ ଭୋଜି ବେଳେ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ଭିତରେ ସଂଘର୍ଷ। ମାରପିଟ୍‌ରେ ଉଭୟ ଗୋଷ୍ଠୀରୁ ୧୦ ଆହତ। ସମସ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତିି କରାଯାଇଛି। ଆଜି ପୁଇଁତଳା ଥାନା ଟିମାପାଲି ଗାଁରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ଟିମାପାଲି ଗାଁର ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ଅଲଗା ଅଲଗା ସ୍ଥାନରେ ଭୋଜିଭାତ କରୁଥିଲେ। ହରିଜନପଡାରେ ଅସବର୍ଣ୍ଣ ଗୋଷ୍ଠୀ ଡି.ଜେ ବଜାଇ ନାଚ କରୁଥିଲେ। ଜୋରରେ ଡି.ଜେ ବଜାଉଥିବାରୁ ଏହାର ପ୍ରତିବାଦ କରିଥିଲେ ସବର୍ଣ୍ଣ ଗୋଷ୍ଠୀର ଲୋକେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ଭିତରେ ମାରପିଟ ଆରମ୍ଭ ହୋଇଯାଇଥିଲା। ଯାହା ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା।

ଉଭୟ ପକ୍ଷ ପରସ୍ପର ଉପରେ ଢେଲା ପଥର ମାଡ଼ କରିଥିଲେ। ଫଳରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଭିତରେ କିଛି ମହିଳା ମଧ୍ୟ ରହିଛନ୍ତି। ସମସ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଟିମାପାଲି ଗାଁରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ପୁଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story