ଜଙ୍ଗଲ ଜମିକୁ ନେଇ ଲଙ୍କାକାଣ୍ଡ; କଟିଲା ହାତ, ଜାଲିଦେଲେ କାର୍‌

ବାରିପଦା(ମାନିକ୍‌ ଲାଲ୍‌ ପାଣି): ଜଙ୍ଗଲ ଜମିକୁ ନେଇ ଲଙ୍କାକାଣ୍ଡ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ହାତ କଟିଛି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅସ୍ତପୁରା ଗାଁରେଘଟିଛି। ବୈଶିଙ୍ଗା ଥାନା ଅସ୍ତପୁରା ଗାଁରେ ରହିଛି ଏକ ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର। ଏହି କେନ୍ଦ୍ରକୁ ଲାଗିଥିବା ଜଙ୍ଗଲ ଜମିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ଜାଆଁଳ କେନ୍ଦ୍ରର କେତେକ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିଲା। ଏନେଇ ଜାଆଁଳ […]

Mayurbhanj

Mayurbhanj

Manoranjan Sial
  • Published: Wednesday, 30 June 2021
  • Updated: 30 June 2021, 10:31 PM IST

Sports

Latest News

ବାରିପଦା(ମାନିକ୍‌ ଲାଲ୍‌ ପାଣି): ଜଙ୍ଗଲ ଜମିକୁ ନେଇ ଲଙ୍କାକାଣ୍ଡ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ହାତ କଟିଛି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅସ୍ତପୁରା ଗାଁରେଘଟିଛି।

ବୈଶିଙ୍ଗା ଥାନା ଅସ୍ତପୁରା ଗାଁରେ ରହିଛି ଏକ ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର। ଏହି କେନ୍ଦ୍ରକୁ ଲାଗିଥିବା ଜଙ୍ଗଲ ଜମିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ଜାଆଁଳ କେନ୍ଦ୍ରର କେତେକ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିଲା। ଏନେଇ ଜାଆଁଳ କେନ୍ଦ୍ରର କର୍ମଚାରୀମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ସେହି ମାମଲାକୁ ନେଇ ଆଜି ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ଚନ୍ଦ୍ରହାସ୍ୟ ପାଣିଗ୍ରାହୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତ କଟି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଥିବା ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ମାଛ ଜାଆଁଳ କେନ୍ଦ୍ରର ମାଲିକଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ତାଙ୍କ ଘରେ ଥିବା ଗୋଟିଏ କାର୍‌, ପିକ୍‌ଅପ୍‌ ଭ୍ୟାନ୍‌ ଓ ଦୁଇଟି ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ପରେ ଉତ୍ୟକ୍ତ ଲୋକମାନେ ବୈଶିଙ୍ଗା- ରୂପସା ରାସ୍ତାରେ ଟାୟାର ଜଳି ରାସ୍ତା ଅବରୋଧ କରିଥିଲେ।

ଗଣ୍ଡଗୋଳ ନେଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story