ନିଦ ହଜାଇଲେଣି ହାତୀପଲ

ରାଜଗାଙ୍ଗପୁର (ଗୌତମ ମିଶ୍ର ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ହାତୀ ଆତଙ୍କ । କିଛି ଦିନ ହେଲା ଏହି ହାତୀ ପଲ ଲୋକଙ୍କ ନିଦ ହଜାଇ ଦେଇଛି । ମହାବୀର ପାହାଡ଼ରେ କିଛି ଦିନ ହେଲା ହାତୀପଲ ବିଚରଣ କରୁଛନ୍ତି । ରାତି ହେବା ମାତ୍ରେ ପାହାଡ଼ରୁ ତଳକୁ ଓହ୍ଲାଇ ଆସି ଫସଲ ନଷ୍ଟ କରୁଛନ୍ତି। ପନିପରିବା ଓ ଧାନ ସବୁ ଖାଇବା ସହ ନଷ୍ଟ ମଧ୍ୟ କରି ଦେଉଛନ୍ତି । ହାତୀ ପଲ ବହୁ […]

hati-1.1..

hati-1.1..

Niharika Rout
  • Published: Monday, 12 August 2019
  • Updated: 12 August 2019, 02:34 PM IST

Sports

Latest News

ରାଜଗାଙ୍ଗପୁର (ଗୌତମ ମିଶ୍ର ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ହାତୀ ଆତଙ୍କ । କିଛି ଦିନ ହେଲା ଏହି ହାତୀ ପଲ ଲୋକଙ୍କ ନିଦ ହଜାଇ ଦେଇଛି । ମହାବୀର ପାହାଡ଼ରେ କିଛି ଦିନ ହେଲା ହାତୀପଲ ବିଚରଣ କରୁଛନ୍ତି । ରାତି ହେବା ମାତ୍ରେ ପାହାଡ଼ରୁ ତଳକୁ ଓହ୍ଲାଇ ଆସି ଫସଲ ନଷ୍ଟ କରୁଛନ୍ତି। ପନିପରିବା ଓ ଧାନ ସବୁ ଖାଇବା ସହ ନଷ୍ଟ ମଧ୍ୟ କରି ଦେଉଛନ୍ତି ।

ହାତୀ ପଲ ବହୁ ଲୋକଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଅଳ୍ପ ବର୍ଷା ଯୋଗୁଁ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ  ଯାହା କିଛି ଥିଲା,  ତାକୁ  ବି  ନଷ୍ଟ କରିଦେଲେଣି ହାତୀପଲ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ତେବେ ବଡ଼ଗାଁ ବନଖଣ୍ଡ ଅଧିକାରୀ କହିଛନ୍ତି, ପରିସ୍ଥିତି ଉପରେ ନଜର ରଖାଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story