୪ ଦିନ ହେଲା ନିଖୋଜ ନାବାଳିକାଙ୍କ ପତ୍ତା ମିଳୁନି, ଆଜି ଗୁଡ଼ାରୀ ବନ୍ଦ

ଗୁଣପୁର(ଇନ୍ଦ୍ରଜିତ କୁମାର ପଣ୍ଡା): ଘର ଆଗରେ ସନ୍ଧ୍ୟା ସମୟରେ ଖେଳୁ ଖେଳୁ ନିଖୋଜ ହୋଇଗଲେ ନାବାଳିକା। ୪ ଦିନ ହେଲା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳୁନି। ଏପରି ଅଭାବନୀୟ ଘଟଣା ରାୟଗଡା ଜିଲା ଗୁଡାରୀ ଥାନା ବାକିଟି ସାହିରେ ଗତ ୧୧ ତାରିଖରେ ଘଟିଥିଲା। ନିଖୋଜ ନାବାଳିକାଜଣକ ହେଉଛନ୍ତି ବାକିଟି ସାହିର ଗୁଡଲା ଭେଙ୍କଟ ରାଓଙ୍କ ୭ ବର୍ଷୀୟା ଝିଅ ଗୁଡ଼ଲା ସାଇସ୍ଵରୂପା ।  ଏହା ପ୍ରତିବାଦରେ ଆଜି ଗୁଡାରୀ ବ୍ୟବସାୟୀ […]

strike

strike

Niharika Rout
  • Published: Thursday, 15 December 2022
  • Updated: 15 December 2022, 10:49 AM IST

Sports

Latest News

ଗୁଣପୁର(ଇନ୍ଦ୍ରଜିତ କୁମାର ପଣ୍ଡା): ଘର ଆଗରେ ସନ୍ଧ୍ୟା ସମୟରେ ଖେଳୁ ଖେଳୁ ନିଖୋଜ ହୋଇଗଲେ ନାବାଳିକା। ୪ ଦିନ ହେଲା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳୁନି। ଏପରି ଅଭାବନୀୟ ଘଟଣା ରାୟଗଡା ଜିଲା ଗୁଡାରୀ ଥାନା ବାକିଟି ସାହିରେ ଗତ ୧୧ ତାରିଖରେ ଘଟିଥିଲା। ନିଖୋଜ ନାବାଳିକାଜଣକ ହେଉଛନ୍ତି ବାକିଟି ସାହିର ଗୁଡଲା ଭେଙ୍କଟ ରାଓଙ୍କ ୭ ବର୍ଷୀୟା ଝିଅ ଗୁଡ଼ଲା ସାଇସ୍ଵରୂପା ।  ଏହା ପ୍ରତିବାଦରେ ଆଜି ଗୁଡାରୀ ବ୍ୟବସାୟୀ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଗୁଡ଼ାରୀ ବନ୍ଦ ଡାକରା ଦିଆଯାଇଛି।

ଆଜି ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ଏହି ସମୟରେ ଦୋକାନ ବଜାର ବନ୍ଦ ଥିବା ବେଳେ ଯାନବାହନ ଚଳାଚଳ ବି ବନ୍ଦ ରହିଛି। ଫଳରେ ରାସ୍ତାଘାଟ ଖାଁ ଖାଁ ରହିଛି। ଗୁଡ଼ାରୀରେ ଥିବା ସମସ୍ତ ସ୍କୁଲ, କଲେଜ ଆଜି ବନ୍ଦ ରହିଛି।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ଗୁଡ଼ଲା ସାଇସ୍ଵରୂପା ନିଜ ଘର ଆଗରେ ସନ୍ଧ୍ୟା ସମୟରେ ଖେଳୁଥିଲେ। ଏହି ସମୟରେ ବିଦ୍ୟୁତ୍‌ କାଟ ହୋଇଥିବା ବେଳେ ଲାଇନ୍‌ ଆସିବା ପରେ ଆଉ ତାଙ୍କ ପତ୍ତା ମିଳି ନ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ଏଯାଏ ସାଇସ୍ଵରୂପାଙ୍କ ପତ୍ତା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story