ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ କ୍ୱାରେଣ୍ଟାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତା ପାଇଁ ୧୪ଦିନିଆ କ୍ୱାରେଣ୍ଟାଇନକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କୋଭିଡ-୧୯ର ‘ଭିରୁଲେଣ୍ଟ ଭାରିଆଣ୍ଟ’ ଚିହ୍ନଟ ହେବାପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓ ଜେଲେଙ୍ଗାନା ଫେରନ୍ତାଙ୍କ ଦେହରେ କୋଭିଡ୍‌ର ନୂଆ ମ୍ୟୁଟାଣ୍ଟ ଠାବ କରାଯାଇଛି। […]

migrate

migrate

Manoranjan Sial
  • Published: Tuesday, 04 May 2021
  • Updated: 04 May 2021, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତା ପାଇଁ ୧୪ଦିନିଆ କ୍ୱାରେଣ୍ଟାଇନକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କୋଭିଡ-୧୯ର ‘ଭିରୁଲେଣ୍ଟ ଭାରିଆଣ୍ଟ’ ଚିହ୍ନଟ ହେବାପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓ ଜେଲେଙ୍ଗାନା ଫେରନ୍ତାଙ୍କ ଦେହରେ କୋଭିଡ୍‌ର ନୂଆ ମ୍ୟୁଟାଣ୍ଟ ଠାବ କରାଯାଇଛି। ତେଣୁ ସେଠାରୁ ଓଡ଼ିଶା ଆସୁଥିବା ବ୍ୟକ୍ତିମାନେ ନିଶ୍ଚିତ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ। ସେମାନଙ୍କୁ ସରକାରଙ୍କ ଦ୍ୱାରା କରାଯାଇଥିବା ଆନୁଷ୍ଠାନିକ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି)ରେ ରହିବାକୁ ପଡ଼ିବ । ଯେଉଁ ବ୍ୟକ୍ତିମାନେ ଓଡ଼ିଶା ଆସିବାର ୪୮ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ହାସଲ କରିଥିବେ କିମ୍ବା ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବେ ସେମାନଙ୍କୁ ନିଜ ଘରେ ଏକ ସପ୍ତାହର ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଯଦି କେହି ହୋମ୍ କ୍ୱାରେଣ୍ଟାଇନ ନିୟମକୁ ଉଲ୍ଲଘଂନ କରନ୍ତି ସେମାନଙ୍କୁ ୧୪ଦିନିଆ ଆନୁଷ୍ଠାନିକ ଟିଏମସିରେ ରହିବାକୁ ପଡ଼ିବ।

ଏହାବ୍ୟତୀତ ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇ ତୁରନ୍ତ ସୀମାବର୍ତ୍ତୀ ଚେକପୋଷ୍ଟରେ ଏହି ଦୁଇ ରାଜ୍ୟରୁ ଓଡ଼ିଶାକୁ ପ୍ରବେଶ ପାଇଁ ରହିଥିବା ମାର୍ଗରେ ଚେକିଂ କଡ଼ାକଡ଼ି ପାଇଁ କହିଛନ୍ତି। ଏହି ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ଓ ଛୋଟ ରାସ୍ତା ଦେଇ ଯେଭଳି କେହି ବେଆଇନ ଭାବେ ନଆସିବେ ତାହା ଜିଲ୍ଲା ପ୍ରଶାସନ ସୁନିଶ୍ଚିୁତ କରିବ। ତେବେ ସରକାରଙ୍କ କୋଭିଡ୍‌-୧୯ ପରିଚାଳନାରେ ସମ୍ପୃକ୍ତ ଥିବା ସରକାରୀ ଓ ବେସରକାରୀ ହସ୍ପିଟାଲ ତଥା ସରକାରଙ୍କ ଦ୍ୱାରା ଅନୁମତି ପାଇଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ତେବେ ସେମାନେ ଯାତ୍ରା କରିବାବେଳେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି ଏସଆରସି ଶ୍ରୀ ଜେନା ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story