ବୟସ୍କ ମାନେ କେମିତି ନେବେ ଟିକା, ଜାରି ହେଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୟସ୍କଙ୍କୁ ଟିକା ପାଇଁ ଗାଇଡଲାଇନ ଜାରି କରାଯାଇଛି। ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକାକରଣ ନେଇ ଗାଇଡଲାଇନ ଜାରି କରାଯାଇଛି। ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ ପଠାଇଲେ  ସ୍ୱାସ୍ଥ୍ୟ ବିଭାଗ ACS। ରବିବାର ଛାଡ଼ି ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ତାଲିମ ଦିଆଯିବ। ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬/୭ଟି ମୋବାଇଲ ଟିକା ଟିମ୍ ରହିବ। ଅନ୍ୟ ସ୍ୱାସ୍ଥ୍ୟସେବାରେ ଲାଗିଥିବା ANMଙ୍କୁ ଟିକା କାମରେ ଲଗାଯିବନି। ବ୍ଲକସ୍ତରରେ […]

vaccine1

vaccine1

Tapas Behera
  • Published: Wednesday, 24 February 2021
  • Updated: 24 February 2021, 05:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୟସ୍କଙ୍କୁ ଟିକା ପାଇଁ ଗାଇଡଲାଇନ ଜାରି କରାଯାଇଛି। ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକାକରଣ ନେଇ ଗାଇଡଲାଇନ ଜାରି କରାଯାଇଛି। ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ ପଠାଇଲେ  ସ୍ୱାସ୍ଥ୍ୟ ବିଭାଗ ACS। ରବିବାର ଛାଡ଼ି ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ତାଲିମ ଦିଆଯିବ। ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬/୭ଟି ମୋବାଇଲ ଟିକା ଟିମ୍ ରହିବ। ଅନ୍ୟ ସ୍ୱାସ୍ଥ୍ୟସେବାରେ ଲାଗିଥିବା ANMଙ୍କୁ ଟିକା କାମରେ ଲଗାଯିବନି। ବ୍ଲକସ୍ତରରେ ଟିକା ଗଚ୍ଛିତ ରଖାଯିବ। ଯୋଗାଣ କାର୍ଯ୍ୟ ସୁନିୟନ୍ତ୍ରିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଫେବ୍ରୁଆରୀ ୨୮ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ୬୦ରୁ ଅଧିକ ବୟସର ବ୍ୟକ୍ତିମାନେ ମାର୍ଚ୍ଚ ୧ରୁ ଟିକା ନେବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଘୋଷଣା କରିଛନ୍ତି।

ଶ୍ରୀ ଜାଭଡେକର କହିଛନ୍ତି, ୧୦ ହଜାର ସରକାରୀ କେନ୍ଦ୍ରରେ ସେମାନଙ୍କୁ ମାଗଣାରେ ଟିକା ଦିଆଯିବ। ସେହିପରି ଘରୋଇ ଟିକାକରଣକୁ ମିଶାଇଲେ ମୋଟ୍ ୨୦ ହଜାରରୁ ଅଧିକ କେନ୍ଦ୍ରରେ ଟୀକାକରଣ ହେବ। ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ ପଇସା ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବେ, ସେ ବାବଦରେ ଟିକା କମ୍ପାନୀ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆସନ୍ତା ୩-୪ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story