ଘରୋଇ ଡାକ୍ତରଙ୍କ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌, କଣ ଅଛି ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀ ବେଳେ ରୋଗୀ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଙ୍କ ପାଇଁ ସରକାର ଜାରି କଲେ ଗାଇଡ୍‌ଲାଇନ୍‌। ବିଭିନ୍ନ ନର୍ସିଂହୋମ୍ ଓ ଘରୋଇ କ୍ଲିନିକରେ ରୋଗୀସେବା ଦେଉଥିବା ଘରୋଇ ଡାକ୍ତରମାନେ ଜ୍ୱର ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଆଇସୋଲେସନ ସୁବିଧା ରଖିବେ। ଏଠାରେ ହାତ ଧୋଇବା ବ୍ୟବସ୍ଥା ସହ ସାନିଟାଇଜର ଓ ମାସ୍କ ଉପଲବ୍‌ଧ କରାଇବା ବାଧ୍ୟତାମୂଳକ। ଜଣେ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପରେ ରକ୍ତଚାପ ଉପକରଣ, ଷ୍ଟେଥୋସ୍କୋପ୍‌, ଥର୍ମୋମିଟର ଆଦି ଉପକରଣ […]

doctor

doctor

Manoranjan Sial
  • Published: Friday, 17 July 2020
  • Updated: 17 July 2020, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀ ବେଳେ ରୋଗୀ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଙ୍କ ପାଇଁ ସରକାର ଜାରି କଲେ ଗାଇଡ୍‌ଲାଇନ୍‌। ବିଭିନ୍ନ ନର୍ସିଂହୋମ୍ ଓ ଘରୋଇ କ୍ଲିନିକରେ ରୋଗୀସେବା ଦେଉଥିବା ଘରୋଇ ଡାକ୍ତରମାନେ ଜ୍ୱର ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଆଇସୋଲେସନ ସୁବିଧା ରଖିବେ। ଏଠାରେ ହାତ ଧୋଇବା ବ୍ୟବସ୍ଥା ସହ ସାନିଟାଇଜର ଓ ମାସ୍କ ଉପଲବ୍‌ଧ କରାଇବା ବାଧ୍ୟତାମୂଳକ। ଜଣେ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପରେ ରକ୍ତଚାପ ଉପକରଣ, ଷ୍ଟେଥୋସ୍କୋପ୍‌, ଥର୍ମୋମିଟର ଆଦି ଉପକରଣ ପ୍ରତିଥର ବିଶୋଧନ କରିବା ଜରୁରୀ।

ଘରୋଇ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀଙ୍କ ପାଇଁ ଅଭ୍ୟର୍ଥନା କକ୍ଷର ବ୍ୟବସ୍ଥା କରି ଜ୍ୱର ହୋଇଥିଲେ କିମ୍ବା କଣ୍ଟେନମେଣ୍ଟ ଓ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିଲେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସରକାରୀ କିମ୍ବା ଘରୋଇ କୋଭିଡ୍‌ ହସ୍ପିଟାଲ ଯିବା ପାଇଁ ପରାମର୍ଶ ଦେବେ। କ୍ଲିନିକ୍‌କୁ ଆସୁଥିବା ପ୍ରତି ରୋଗୀଙ୍କ ଠିକଣା ଲେଖିବା ବାଧ୍ୟତାମୂଳକ। କ୍ଲିନକ ବାହାରେ ସଂକ୍ରମଣ ରୋକିବା ସମ୍ପର୍କୀତ ସୂଚନା ଫଳକ ଲଗାଇବା ଜରୁରୀ।

ସେହିଭଳି ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରିବା ଦାୟିତ୍ୱ ଡାକ୍ତରଙ୍କର। ହେଲେ ଏସବୁରେ ଅବହେଳା କଲେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story