ଭୁବନେଶ୍ୱର ବିମାନବନ୍ଦରରୁ ଯାତ୍ରୀଙ୍କଠାରୁ ମିଳିଲା ବନ୍ଧୁକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ବେଳେ ଧରାପଡ଼ିଲା ଜଣେ ଯାତ୍ରୀ। ଏପରିକି ତାଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ଚେନ୍ନାଇ ଯାଇଥାନ୍ତେ। ତେବେ ବିମାନବନ୍ଦରରେ ଚେକିଂ ବେଳେ ଧରାପଡ଼ିଥିବା ବନ୍ଧୁକର କୌଣସି କାଗଜପତ୍ର ନଥିଲା। ସେଥିପାଇଁ ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର କରାଯାଇଛି। ଗୋଲ୍‌ଡ ମାଫିଆମାନେ ଭୁବନେଶ୍ୱର ବିମାନବନ୍ଦରରୁ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବି ଥିଲେ। ସେଥିପାଇଁ ଏହି ବିମାନବନ୍ଦର ଦେଇ ଅନ୍ୟ ରାଜ୍ୟକୁ […]

gun

gun

Manoranjan Sial
  • Published: Wednesday, 06 January 2021
  • Updated: 06 January 2021, 08:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ବେଳେ ଧରାପଡ଼ିଲା ଜଣେ ଯାତ୍ରୀ। ଏପରିକି ତାଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ଚେନ୍ନାଇ ଯାଇଥାନ୍ତେ। ତେବେ ବିମାନବନ୍ଦରରେ ଚେକିଂ ବେଳେ ଧରାପଡ଼ିଥିବା ବନ୍ଧୁକର କୌଣସି କାଗଜପତ୍ର ନଥିଲା। ସେଥିପାଇଁ ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର କରାଯାଇଛି।

ଗୋଲ୍‌ଡ ମାଫିଆମାନେ ଭୁବନେଶ୍ୱର ବିମାନବନ୍ଦରରୁ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବି ଥିଲେ। ସେଥିପାଇଁ ଏହି ବିମାନବନ୍ଦର ଦେଇ ଅନ୍ୟ ରାଜ୍ୟକୁ ଅନାୟସରେ ପଳାଇ ଯାଇଥିଲେ ଗୋଲଡ୍‌ ମାଫିଆ। କିଏ ସୁନାକୁ ମଳ ଦ୍ୱାରରେ ପୂରାଇ ଆଣୁଥିଲା ତ ଆଉ କିଏ ଜୋତାରେ ଆଣୁଥିଲା। ତେବେ କଷ୍ଟମ ବିଭାଗ ତତ୍ପର ହେବା ପରେ ସୁନା ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଥିଲା। ଆଉ ଧରା ପଡ଼ିଥିଲା କୋଟି କୋଟି ଟଙ୍କା ସୁନା।

ତେବେ ୨୦୧୯ ମସିହାରେ ଏକ ଅଦ୍‌ଭୁତ ଘଟଣା ଘଟିଥିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ୪୦୦ ପ୍ୟାକେଟ୍ ବିଦେଶୀ ସିଗାରେଟ୍‌ ଜବତ ହୋଇଥିଲା। ଏହି ସିଗାରେଟ୍‌ କୁଆଲାଲମ୍ପୁରରୁ ଭାୟା କୋଲକାତା ହୋଇ ଭୁବନେଶ୍ୱରକୁ ଚୋରାଚାଲାଣ ହେଉଥିଲା। ଯାହାର ଅନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ କୋଲକାତାର ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story