ଗୁଣି ସନ୍ଦେହରେ ୬ ଜଣଙ୍କୁ ହତ୍ୟା ଘଟଣା: ଗିରଫଦାରୀ ଭୟରେ ଗାଁ ଏବେ ଜନଶୂନ୍ୟ

କେନ୍ଦୁଝର: କେନ୍ଦୁଝର ଲହଣ୍ଡାରେ ଗୁଣି ସନ୍ଦେହରେ ୬ ଜଣଙ୍କୁ ହତ୍ୟା ପରେ ଏହି ଗାଁ ଏବେ ଜନଶୂନ୍ୟ ହୋଇପଡ଼ିଛି। ଗିରଫଦାରୀ ଭୟରେ ଲୋକମାନେ ଗାଁ ଛାଡି ପଳାଇଛନ୍ତି। ଗାଁରେ ପୋଲିସ ଜଗି ରହିଛି। ତା’ସହ ପୋଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ବଡବିଲ ଏସଡିପିଓ କହିଛନ୍ତି। ରବିବାର ରାତିରେ କେନ୍ଦୁଝର ଲହଣ୍ଡା ଗାଁ ମୁଣ୍ଡାସାହିରେ ଏହି ନାରକୀୟ ଘଟଣା ଘଟିଥିଲା। ଗୁଣି ସନ୍ଦେହରେ ଗାଁର ଗୁରୁ ମୁଣ୍ଡା, […]

ANADAPUR

ANADAPUR

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 04:41 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଲହଣ୍ଡାରେ ଗୁଣି ସନ୍ଦେହରେ ୬ ଜଣଙ୍କୁ ହତ୍ୟା ପରେ ଏହି ଗାଁ ଏବେ ଜନଶୂନ୍ୟ ହୋଇପଡ଼ିଛି। ଗିରଫଦାରୀ ଭୟରେ ଲୋକମାନେ ଗାଁ ଛାଡି ପଳାଇଛନ୍ତି। ଗାଁରେ ପୋଲିସ ଜଗି ରହିଛି। ତା’ସହ ପୋଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ବଡବିଲ ଏସଡିପିଓ କହିଛନ୍ତି। ରବିବାର ରାତିରେ କେନ୍ଦୁଝର ଲହଣ୍ଡା ଗାଁ ମୁଣ୍ଡାସାହିରେ ଏହି ନାରକୀୟ ଘଟଣା ଘଟିଥିଲା। ଗୁଣି ସନ୍ଦେହରେ ଗାଁର ଗୁରୁ ମୁଣ୍ଡା, ତାଙ୍କ ପତ୍ନୀ ବୁଦ୍ଧିନୀ ମୁଣ୍ଡା, ଦୁଇ ପୁଅ ସୁନୀଲ ମୁଣ୍ଡା ଓ କୁଶନାଥ ମୁଣ୍ଡା ଏବଂ ଦୁଇ ଝିଅ ସମବାରୀ ମୁଣ୍ଡା ଓ ନମିତା ମୁଣ୍ଡାଙ୍କୁ ଦୃବୁର୍ତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେପଟେ ଆକ୍ରମଣରେ ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ବାସୁଦେବପୁର ମେଡିକାଲ ଓ ଅନ୍ୟ ଜଣେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହଛି। ସେପଟେ ଏଭଳି ବିଭ-କାଣ୍ଡକୁ ରାଜ୍ୟ ପୋଲିସ ରେଡ୍ ଫ୍ଲ।ଗ ଶ୍ରେଣୀଭୁକ୍ତ କରିଛି। ଅତି ବର୍ବରୋଚିତ ହତ୍ୟାକାଣ୍ଡକୁ ଏଇ ଶ୍ରେଣୀରେ ରଖାଯାଇଥାଏ। ଏହା ଅନୁସାରେ ମାମଲା ରୁଜ୍ଜୁଠାରୁ ଅଭିଯୁକ୍ତଙ୍କ  ବିରୋଧରେ ପ୍ରମାଣ ଓ କୋର୍ଟ ଶୁଣାଣି ପର୍ଯ୍ୟନ୍ତ ପୁରା ପ୍ରକ୍ରିୟା ତଦାରଖ କରିବ କ୍ରାଇମବ୍ରାଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story