ଚେକିଂ ବେଳେ ହାବିଲଦାରଙ୍କୁ ଘୋଷାରି ନେଲେ ବାଇକ୍‌ ଚାଳକ

ଭଦ୍ରକ (ପାର୍ଥ ସାରଥୀ ନାୟକ): କରୋନା କବଳରୁ ରକ୍ଷା ପାଇବାକୁ ସାମାଜିକ ଦୂରତ୍ୱ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ କଡାକଡି ପାଳନ ନିମନ୍ତେ ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ପୁଲିସ୍‌ ଯାଞ୍ଚ କଡାକଡ଼ି କରୁଥିବା ବେଳେ କେତେକ ସ୍ଥାନରେ ଅମାନିଆ ବାଇକ୍‌ ଚାଳକଙ୍କ ଆକ୍ରୋଶର ଶିକାର ହେଉଛି। ଆଜି ଜଣେ ବାଇକ୍‌ ଚାଳକଙ୍କୁ ଅଟକାଇବାକୁ ଯାଇ ଜଣେ ହାବିଲଦାର ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏପରି ଅଘଟଣ […]

bhadrak

bhadrak

Tapaswini Nayak
  • Published: Tuesday, 31 March 2020
  • Updated: 31 March 2020, 12:42 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): କରୋନା କବଳରୁ ରକ୍ଷା ପାଇବାକୁ ସାମାଜିକ ଦୂରତ୍ୱ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ କଡାକଡି ପାଳନ ନିମନ୍ତେ ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ପୁଲିସ୍‌ ଯାଞ୍ଚ କଡାକଡ଼ି କରୁଥିବା ବେଳେ କେତେକ ସ୍ଥାନରେ ଅମାନିଆ ବାଇକ୍‌ ଚାଳକଙ୍କ ଆକ୍ରୋଶର ଶିକାର ହେଉଛି।

ଆଜି ଜଣେ ବାଇକ୍‌ ଚାଳକଙ୍କୁ ଅଟକାଇବାକୁ ଯାଇ ଜଣେ ହାବିଲଦାର ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏପରି ଅଘଟଣ ଘଟିଛି। 

ଧାମନଗର ଥାନା ସମ୍ମୁଖରେ ଆଜି ସକାଳେ ଚେକିଂ ହେଉଥିଲା। ଏହି ସମୟରେ ଜଣେ ଯୁବକ ଦ୍ରୁତ ଗତିରେ ବାଇକ୍ ନେଇ ଯାଉଥିଲେ। ପୁଲିସ୍ ଅଟକାଇବାକୁ ଚେଷ୍ଟା କରିବାରୁ ସେ ଅଟକି ନଥିଲେ। ଏହାଦେଖି ସେଠାରେ କାର୍ଯ୍ୟରତ ଥିବା ହାବିଲଦାର ମନୀନ୍ଦ୍ର କୁମାର ଗୋସ୍ୱାମୀ ବାଇକଟିକୁ ପଛ ପଟୁ ଧରି ଦେଇଥିଲେ। ଏହାପରେ ବାଇକ୍‌ ଚାଳକ ହଠାତ ବାଇକକୁ ଦ୍ରୁତ ଗତିରେ ନେଇ ପଳାଇ ଯାଇଥିଲେ । ଫଳରେ ହାବିଲଦାର ଜଣକ ବାଇକ୍‌ ସହ କିଛି ବାଟ ଘୋଷାରି ହୋଇଯାଇଥିଲେ ।

ଏହାଦେଖି ସେଠାରେ ଉପସ୍ଥିତ ଅନ୍ୟ ପୁଲିସ୍ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା  ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story