ଗଞ୍ଜେଇ ଚାଲାଣ ଅଭିଯୋଗରେ ହାଇଓ୍ୱା ଜବତ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ସହର ଭିତରେ ଥିବା ଆର.ଟି.ଓ ଛକରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଏକ ହାଇଓ୍ୱାକୁ ବଲାଙ୍ଗିର ପୁଲିସ୍‌ ଜବତ ରଖିଛି। ଗତକାଲି ରାତି ପ୍ରାୟ ୨ ଟାରେ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ପହଞ୍ଚି ହାଇୱାକୁ  ଜବତ କରିଥିଲା। ଏହାସହ ଡ୍ରାଇଭରକୁ ଅଟକ ରଖିଛି। ହାଇୱାରେ କେତେ ପରିମାଣ ଗଞ୍ଜେଇ ଚାଲାଣ ହେଉଥିଲା ଜଣାପଡ଼ି ନାହିଁ। ମାଜିଷ୍ଟ୍ରେଟ୍‌ ଆସିବା ପରେ କେତେ ଗଞ୍ଜେଇ ଚାଲାଣ ହେଉଥିଲା ଜଣାପଡ଼ିବ।

truck

Jyoshna Pradhan
  • Published: Saturday, 12 October 2019
  • , Updated: 12 October 2019, 01:32 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ସହର ଭିତରେ ଥିବା ଆର.ଟି.ଓ ଛକରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଏକ ହାଇଓ୍ୱାକୁ ବଲାଙ୍ଗିର ପୁଲିସ୍‌ ଜବତ ରଖିଛି। ଗତକାଲି ରାତି ପ୍ରାୟ ୨ ଟାରେ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ପହଞ୍ଚି ହାଇୱାକୁ  ଜବତ କରିଥିଲା। ଏହାସହ ଡ୍ରାଇଭରକୁ ଅଟକ ରଖିଛି।

ହାଇୱାରେ କେତେ ପରିମାଣ ଗଞ୍ଜେଇ ଚାଲାଣ ହେଉଥିଲା ଜଣାପଡ଼ି ନାହିଁ। ମାଜିଷ୍ଟ୍ରେଟ୍‌ ଆସିବା ପରେ କେତେ ଗଞ୍ଜେଇ ଚାଲାଣ ହେଉଥିଲା ଜଣାପଡ଼ିବ।

Related story