ପୂର୍ବତନ ରଣଜୀ ଖେଳାଳି ହଳଧରଙ୍କ ବେପରୁଆ ଡ୍ରାଇଭିଂ: ୪ଟି ଗାଡ଼ିକୁ ଧକ୍କା, ଏକାଧିକ ଲୋକ ଆହତ

Ordigital Desk
  • Published: Sunday, 27 August 2017
  • , Updated: 27 August 2017, 07:51 PM IST
<p>[vc_video link=&quot;&quot; align=&quot;center&quot;]</p> <p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ପୂର୍ବତନ ରଣଜୀ କ୍ୟାପ୍ଟେନ୍ ହଳଧର ଦାସ କଟକର ରାଜରାସ୍ତାରେ ଆତଙ୍କ ଖେଳାଇଦେଇଛନ୍ତି। ତାଙ୍କର ବେପରୁଆ ଗାଡି ଚାଳନା ଯୋଗୁଁ ଆଜି ଲୋକଙ୍କୁ ନାକେଦମ୍ ହେବାକୁ ପଡିଥିଲା। ମଙ୍ଗଳାବାଗ୍&zwnj;ରୁ ଚହଟା ପର୍ଯ୍ୟନ୍ତ ରାସ୍ତାରେ ସେ ୪ଟି ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଏଥିରେ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ପିଛା କରି ଅଟକାଇଥିଲେ। ହଳଧରଙ୍କ ଗାଡ଼ି ଧକ୍କାରେ ଆହତ ହୋଇଥିବା ୨ ଜଣ ବ୍ୟକ୍ତି କ୍ୟାଣ୍ଟନମେଣ୍ଟ ଥାନାରେ ହଳଧରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।</p> <p>ରାଜ୍ୟରେ ସେ ଜଣେ ଜଣାଶୁଣା କ୍ରିକେଟ୍&zwnj;ର ଭାବେ ପରିଚିତ। ପୂର୍ବରୁ ଆଇପିଏଲ୍&zwnj;ରେ ଡେକାନ୍&zwnj; ଚାର୍ଜର୍ସ ପକ୍ଷରୁ ଖେଳିବା ପାଇଁ ୩ବର୍ଷ ଚୁକ୍ତି କରିଥିଲେ। ଏହାସହ ସେ ଓଡ଼ିଶା ରଣଜୀ ଟିମ୍&zwnj;ରେ ଅନେକ ମ୍ୟାଚ୍&zwnj; ଖେଳିଛନ୍ତି।</p>

Related story