ନିଜ ମିଛ ଲୁଟ୍‌ର ଜାଲରେ ନିଜେ ଫଶିଗଲା ସେଲ୍‌ସ ମ୍ୟାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ଲୁଟ୍, ଅସଲି ଗିରଫ। ନିଜ ମିଛ ଲୁଟ୍‌ର ଜାଲରେ ନିଜେ ଫଶିଗଲା ସେଲ୍‌ସ ମ୍ୟାନ୍‌। ମହାଙ୍ଗା ହେଲା ଥାନାରେ ମିଛ ଅଭିଯୋଗ। ଭୁବନେଶ୍ୱର ଚନ୍ଦକା ପୁଲିସ ମିଛ ଲୁଟ୍‌ ଅଭିଯୋଗ କରିଥିବା ଘରୋଇ ଫାଇନାନ୍ସ ସଂସ୍ଥାର ଜଣେ ସେଲ୍‌ସ ମ୍ୟାନ୍‌କୁ ଗିରଫ କରିଛି। ଘରୋଇ ଫାଇନାନ୍ସ ସଂସ୍ଥାରେ ଟଙ୍କା କଲେକ୍ଟ କରୁଥିଲେ ଜଣେ ଯୁବକ। ହେଲେ ଥରେ ସେ ଲକ୍ଷେ ୮୦ ହଜାର ଟଙ୍କା କଲେକ୍ଟ କରି ଫେରୁଥିବା ବେଳେ ଲୁଟ୍‌ ହୋଇଥିଲା। […]

loot

loot

Manoranjan Sial
  • Published: Tuesday, 07 September 2021
  • Updated: 07 September 2021, 04:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ଲୁଟ୍, ଅସଲି ଗିରଫ। ନିଜ ମିଛ ଲୁଟ୍‌ର ଜାଲରେ ନିଜେ ଫଶିଗଲା ସେଲ୍‌ସ ମ୍ୟାନ୍‌। ମହାଙ୍ଗା ହେଲା ଥାନାରେ ମିଛ ଅଭିଯୋଗ। ଭୁବନେଶ୍ୱର ଚନ୍ଦକା ପୁଲିସ ମିଛ ଲୁଟ୍‌ ଅଭିଯୋଗ କରିଥିବା ଘରୋଇ ଫାଇନାନ୍ସ ସଂସ୍ଥାର ଜଣେ ସେଲ୍‌ସ ମ୍ୟାନ୍‌କୁ ଗିରଫ କରିଛି।

ଘରୋଇ ଫାଇନାନ୍ସ ସଂସ୍ଥାରେ ଟଙ୍କା କଲେକ୍ଟ କରୁଥିଲେ ଜଣେ ଯୁବକ। ହେଲେ ଥରେ ସେ ଲକ୍ଷେ ୮୦ ହଜାର ଟଙ୍କା କଲେକ୍ଟ କରି ଫେରୁଥିବା ବେଳେ ଲୁଟ୍‌ ହୋଇଥିଲା। ଦୁଇ ଜଣ ଯୁବକ ଲୁଟ୍ କରିଥିବା ସେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟାଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସେଲ୍‌ସ ମ୍ୟାନ୍‌ଙ୍କ କଥାରେ ତଳମେଳ ରହିନଥିଲା। ତେଣୁ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଉପରେ ପୁଲିସର ସନ୍ଦେହ ଆଖି ଯାଇଥିଲା। ପରେ ପୁଲିସ ତାଙ୍କୁ ଗିରଫ କରିଛି।

ଖୋଳତାଡ ବେଳେ ଜଣାପଡ଼ିଛି, କଲେକ୍‌ସନ କରିଥିବା କିଛି ଟଙ୍କାକୁ ସେ ତିନ୍‌ ପତା ଜୁଆ ଅନ୍‌ଲାଇନ୍‌ ଗେମ୍‌ରେ ଉଡାଇ ଦେଇଥିଲା। ଆଉ କିଛି ଟଙ୍କା ପାଖରେ ରଖିଥିଲା। ମିଛ ଲୁଟ୍‌ ଦିନ ଟଙ୍କା ହଡ୍‌ପ କରିବାର ଅଭିନବ ଯୋଜନା କରିଥିଲା ଅଭିଯୁକ୍ତ। ହେଲେ ତା’ର ଏହି ଯୋଜନା ତାକୁ ଶେଷରେ ଗିରଫ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story