ଲକ୍‌ଡାଉନରେ ଲକ୍‌ ହୋଇଯାଇଛି ବୁଣାକାରଙ୍କ ଭାଗ୍ୟ

ଆଠଗଡ଼(ନୀଳକଣ୍ଠ ଦୋରା): ଗାଁ ଠୁ ସହର , ପଲ୍ଲି ଠୁ ଦିଲ୍ଲୀ । ସବୁଠି ଲକ୍ ଡାଉନ। ଗଡୁନି ଚକ ଅଖ। ଏଥିଲାଗି ଜୀବନ ଜିବିକା ଉପରେ ବେଶ ପ୍ରଭାବ ପଡିଛି।  କରୋନା ଲାଗି ବେଶ୍ ପ୍ରଭାବିତ ହୋଇଛନ୍ତି ବୁଣାକାର ମାନେ। କଞ୍ଚାମାଲର ଅଭାବ ଦେଖାଦେଇଛି।  ତିଆରି ହୋଇଥିବା  ବସ୍ତ୍ର ବିକ୍ରି ହୋଇନପାରିବା ଯୋଗୁଁ ବନ୍ଦ ହେବାରେ ଲାଗିଛି ତନ୍ତ। ଫଳରେ ତନ୍ତ ବୁଣି ପେଟ ପୋଷୁଥିବା କାରିଗର ମାନଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି। ଓଡିଶା […]

n-9098

n-9098

Tapas Behera
  • Published: Saturday, 11 April 2020
  • Updated: 11 April 2020, 04:11 PM IST

ଆଠଗଡ଼(ନୀଳକଣ୍ଠ ଦୋରା): ଗାଁ ଠୁ ସହର , ପଲ୍ଲି ଠୁ ଦିଲ୍ଲୀ । ସବୁଠି ଲକ୍ ଡାଉନ। ଗଡୁନି ଚକ ଅଖ। ଏଥିଲାଗି ଜୀବନ ଜିବିକା ଉପରେ ବେଶ ପ୍ରଭାବ ପଡିଛି।  କରୋନା ଲାଗି ବେଶ୍ ପ୍ରଭାବିତ ହୋଇଛନ୍ତି ବୁଣାକାର ମାନେ। କଞ୍ଚାମାଲର ଅଭାବ ଦେଖାଦେଇଛି।  ତିଆରି ହୋଇଥିବା  ବସ୍ତ୍ର ବିକ୍ରି ହୋଇନପାରିବା ଯୋଗୁଁ ବନ୍ଦ ହେବାରେ ଲାଗିଛି ତନ୍ତ। ଫଳରେ ତନ୍ତ ବୁଣି ପେଟ ପୋଷୁଥିବା କାରିଗର ମାନଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି। ଓଡିଶା ତଥା ଭାରତରେ ମାଣିଆବନ୍ଧ ପାଟର ପ୍ରସିଦ୍ଧି ରହିଛି।

ଏବେ କଟକ ଜିଲ୍ଲାର ତିଗିରିଆ , ନୂଆପାଟଣା ଓ ମାଣିଆବନ୍ଧର ବୁଣାକାର ମାନେ ଦୁର୍ବିସହ ଲକ୍‌ଡାଉନ ଜୀବନ ବିତାଉଛନ୍ତି। ଏହି ସମୟରେ ସରକାରୀ ସହାୟତା ଯୋଗାଇବା ପାଇଁ ବୁଣାକାର ମାନେ ଦାବି  କରିଛନ୍ତି । ସରକାର ଶ୍ରମିକ , ଦିନମଜୁରିଆଙ୍କ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି।  ବଡ଼ବଡ଼ ବୁଣାକାରମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ବେଳେ ତଳସ୍ତରରେ କାର୍ଯ୍ୟ କରୁଥିବା ଗରିବ ଶ୍ରେଣୀୟ ବୁଣାକାରଙ୍କ ଭାଗ୍ୟ ଏହି ଲକ୍‌ଡାଉନରେ ଲକ୍‌ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story