ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ରାଉରକେଲା ଛେଣ୍ଡ କଲୋନୀ ଅଞ୍ଚଳସ୍ଥିତ ସ୍ୱାମୀ ନିଗମାନନ୍ଦ ଆଶ୍ରମ ପରିସରରେ ରହୁଥିବା ଜଣେ ଯୁବକ ଆଜି ସକାଳେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ରଥ। ସୂର୍ଯ୍ୟକାନ୍ତ ସ୍ଥାନୀୟ ଏକ କଲେଜରେ କାମ କରୁଥିଲେ ଏବଂ ଏହି ଆଶ୍ରମରେ ରହୁଥିଲେ। ହେଲେ ଆଜି ସକାଳୁ ସେ କବାଟ ନ ଖୋଲି ନ ଥିଲେ। ଏହାପରେ ଝରକା ବାଟେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ଘଟଣାସ୍ଥଳରେ […]

deadbody

deadbody

Niharika Rout
  • Published: Friday, 04 October 2019
  • Updated: 04 October 2019, 01:03 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ରାଉରକେଲା ଛେଣ୍ଡ କଲୋନୀ ଅଞ୍ଚଳସ୍ଥିତ ସ୍ୱାମୀ ନିଗମାନନ୍ଦ ଆଶ୍ରମ ପରିସରରେ ରହୁଥିବା ଜଣେ ଯୁବକ ଆଜି ସକାଳେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ରଥ।

ସୂର୍ଯ୍ୟକାନ୍ତ ସ୍ଥାନୀୟ ଏକ କଲେଜରେ କାମ କରୁଥିଲେ ଏବଂ ଏହି ଆଶ୍ରମରେ ରହୁଥିଲେ। ହେଲେ ଆଜି ସକାଳୁ ସେ କବାଟ ନ ଖୋଲି ନ ଥିଲେ। ଏହାପରେ ଝରକା ବାଟେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍‌ ଏବଂ ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story