ଦୁର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଚାଲିଥିବା କଟକ ଶାନ୍ତି କମିଟି ବୈଠକରେ ହୋହଲ୍ଲା

କଟକ(ଓଡ଼ିଶା ରିପୋର୍ଟର): ଦୁର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି ସୃଷ୍ଟି ହୋଇଛି। ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାରୀ ନିଷ୍ପତ୍ତି ପ୍ରସଙ୍ଗ ଆଜି କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ବୈଠକରେ ପ୍ରବଳ ହୋହଲ୍ଲା ହୋଇଛି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବକ୍ତବ୍ୟ ରଖୁଥିବା ବେଳେ କମିଟି ସଦସ୍ୟମାନେ ହୋହଲ୍ଲା କରିଥିଲେ। ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରି ବୈଠକରେ ହୋହଲ୍ଲା ହୋଇଥିଲା। ଆଜିର […]

Cuttack

Cuttack

Manoranjan Sial
  • Published: Saturday, 11 September 2021
  • Updated: 11 September 2021, 06:45 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୁର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି ସୃଷ୍ଟି ହୋଇଛି। ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାରୀ ନିଷ୍ପତ୍ତି ପ୍ରସଙ୍ଗ ଆଜି କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ବୈଠକରେ ପ୍ରବଳ ହୋହଲ୍ଲା ହୋଇଛି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବକ୍ତବ୍ୟ ରଖୁଥିବା ବେଳେ କମିଟି ସଦସ୍ୟମାନେ ହୋହଲ୍ଲା କରିଥିଲେ। ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରି ବୈଠକରେ ହୋହଲ୍ଲା ହୋଇଥିଲା।

ଆଜିର ବୈଠକରେ ସାଂସଦ ଭର୍ତ୍ତୃହରି ମହତାବ, କଟକ ନଗର ଶାନ୍ତି କମିଟିର ସଂପାଦକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ମୂର୍ତ୍ତି ଉଚ୍ଚତା ନେଇ କଣ ରହିବ କଟକ ଶାନ୍ତି କମିଟି ଓ ପୂଜା କମିଟିର ପରବର୍ତ୍ତି ପଦକ୍ଷେପ? ଏନେଇ ଆଲୋଚନା ବେଳେ ହୋହଲ୍ଲା ହୋଇଥିଲା। ତେବେ ମୂର୍ତ୍ତି ଉଚ୍ଚତା ନ ବଢିଲେ ପୂଜା କମିଟିର ସଦସ୍ୟମାନେ ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି। ତେବେ ବୈଠକରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ଛାଡ଼ି ସରକାରୀ ନିଷ୍ପତ୍ତିକୁ ଘଣ୍ଟ ଘୋଡ଼ାଇବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ଶାନ୍ତି ଓ ପୂଜା କମିଟି ସଦସ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story