ବାଣ ଫୁଟା ବିବାଦରୁ ରକ୍ତାକ୍ତ ସଂଘର୍ଷ, ଟଳିଲା ଦୁର୍ଦ୍ଦାନ୍ତ ଅପରାଧୀ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଣ ଫୁଟାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ଉଗ୍ରରୂପ ଧାରଣ କଲା। ଏହା ପରେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ଜୀବନ ଗଲା। ଏହି ଘଟଣାଟି ଗତକାଲି ଆଲୋକର ପର୍ବ ଦୀପାବଳି ଅବସରରେ ନୟାଗଡ଼ରେ ଘଟିଛି। ମୃତ ଦୁର୍ଦ୍ଦାନ୍ତ ଅପରାଧୀ ଜଣକ ହେଲେ ବିକାଶ ବେହେରା । ତାଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ମଧ୍ୟଖଣ୍ଡ ଗାଁରେ । ଗତକାଲି ବିଳମ୍ବିତ ରାତିରେ […]

gun

gun

Niharika Rout
  • Published: Tuesday, 25 October 2022
  • Updated: 25 October 2022, 01:11 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଣ ଫୁଟାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ଉଗ୍ରରୂପ ଧାରଣ କଲା। ଏହା ପରେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ଜୀବନ ଗଲା। ଏହି ଘଟଣାଟି ଗତକାଲି ଆଲୋକର ପର୍ବ ଦୀପାବଳି ଅବସରରେ ନୟାଗଡ଼ରେ ଘଟିଛି। ମୃତ ଦୁର୍ଦ୍ଦାନ୍ତ ଅପରାଧୀ ଜଣକ ହେଲେ ବିକାଶ ବେହେରା । ତାଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ମଧ୍ୟଖଣ୍ଡ ଗାଁରେ ।

ଗତକାଲି ବିଳମ୍ବିତ ରାତିରେ ମଧ୍ୟଖଣ୍ଡ ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବାଣ ଫୁଟାଇବାକୁ ନେଇ କଳହ ସୃଷ୍ଟି ହୋଇଥିଲା। ଏହି ୨ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀର ମୁଖ୍ୟ ଥିଲା ବିକାଶ । ତେବେ ଏହି ଗୋଷ୍ଠୀ କନ୍ଦଳରେ ବିକାଶକୁ ଅପର ପକ୍ଷ ଗୋଷ୍ଠୀର ଜଣେ ଯୁବକ ଛୁରୀରେ ଆକ୍ରମଣ କରିଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିକାଶକୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର  ଡାକ୍ତର ସେଠାରେ ବିକାଶକୁ ମୃତ ଘୋଷଣା କରିଛନ୍ତି। ବିକାଶ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଥାନାରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି। ସେ ଜଣେ ପେସାଦାର ଅପରାଧୀ ଥିଲା । ଦଶପଲ୍ଲା ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story