ଚଳଚଞ୍ଚଳ ହେଲାଣି ସୋମନାଥ ପୀଠ, ୬ରେ ଜମିବ ହରିରାଜପୁର ମେଳଣ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁରର &nbsp;ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମଶମ୍ଭୁ ସୋମନାଥଦେବଙ୍କ ପୀଠ। ମେଳଣ ପଡିଆରେ ଆସନ୍ତା ୬ ତାରିଖରୁ ହେବାକୁ ଥିବା ଉତ୍ସବ ପାଇଁ ୭୭ଟି ବିମାନ ମଣ୍ଡପ, ଥାନପତିଙ୍କ ପୀଠ, ଝୁଲଣ ମଣ୍ଡପ ଆଦିରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ଜମାଣ ଉତ୍ସବଠାରୁ ଆରମ୍ଭ କରି ମେଳଣ ପର୍ଯ୍ୟନ୍ତ ୪ଦିନ ବ୍ୟାପୀ ପ୍ରଭୁ ସୋମନାଥ ଏବଂ ମା ପାର୍ବତୀଙ୍କୁ ମେଳଣ ପଡିଆରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଯାହାକୁ ନେଇ ଏକ ପ୍ରସ୍ତୁତି ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।</p>

Ordigital Desk
  • Published: Sunday, 25 February 2018
  • Updated: 25 February 2018, 07:29 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁରର &nbsp;ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମଶମ୍ଭୁ ସୋମନାଥଦେବଙ୍କ ପୀଠ। ମେଳଣ ପଡିଆରେ ଆସନ୍ତା ୬ ତାରିଖରୁ ହେବାକୁ ଥିବା ଉତ୍ସବ ପାଇଁ ୭୭ଟି ବିମାନ ମଣ୍ଡପ, ଥାନପତିଙ୍କ ପୀଠ, ଝୁଲଣ ମଣ୍ଡପ ଆଦିରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ଜମାଣ ଉତ୍ସବଠାରୁ ଆରମ୍ଭ କରି ମେଳଣ ପର୍ଯ୍ୟନ୍ତ ୪ଦିନ ବ୍ୟାପୀ ପ୍ରଭୁ ସୋମନାଥ ଏବଂ ମା ପାର୍ବତୀଙ୍କୁ ମେଳଣ ପଡିଆରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଯାହାକୁ ନେଇ ଏକ ପ୍ରସ୍ତୁତି ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos