ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ରଖିବାରୁ ଗଛରେ ବନ୍ଧା ହେଲେ ପ୍ରଧାନଶିକ୍ଷକ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ରଖିବାରୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ପ୍ରଧାନଶିକ୍ଷକ। ଏପରିକି ଗାଁର କିଛି ଯୁବକ ତାଙ୍କୁ ଗଛରେ ବାନ୍ଧି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନଶିକ୍ଷକ। ଗତ ୧୯ ତାରିଖରୁ ଏପରି ଘଟଣା ଘଟିଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଗୁହାରି ଜଣାଇଛନ୍ତି ପ୍ରଧାନଶିକ୍ଷକ। ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡାଳୀ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରତରୁ […]

bhanja-1--1

bhanja-1--1

Niharika Rout
  • Published: Saturday, 23 May 2020
  • Updated: 23 May 2020, 12:45 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ରଖିବାରୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ପ୍ରଧାନଶିକ୍ଷକ। ଏପରିକି ଗାଁର କିଛି ଯୁବକ ତାଙ୍କୁ ଗଛରେ ବାନ୍ଧି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନଶିକ୍ଷକ। ଗତ ୧୯ ତାରିଖରୁ ଏପରି ଘଟଣା ଘଟିଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଗୁହାରି ଜଣାଇଛନ୍ତି ପ୍ରଧାନଶିକ୍ଷକ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡାଳୀ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରତରୁ ଫେରିଥିବା ୬ ଜଣ ପ୍ରବାସୀଙ୍କୁ ଗତ ୧୮ ତାରିଖରେ ରଖାଯାଇଥିଲା । ଗାଁରେ  କ୍ୱାରେଣ୍ଟାଇନ୍‌ ସେଣ୍ଟର ହେଲେ ସେମାନଙ୍କୁ କରୋନା ହେବ ଆଶଙ୍କା କରି ଗାଁର କିଛି ଯୁବକ ଏହାକୁ ବିରୋଧ କରିଥିଲେ। ଏପରିକି ସେମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ ।

ଖବରପାଇ ଗତ ୧୯ ତାରିଖରେ  ପ୍ରଧାନଶିକ୍ଷକ ସ୍କୁଲ ଗେଟ ନିକଟରେ ପହଞ୍ଚିଥିଲେ। ଏହାପରେ ଗ୍ରାମର ୩ ଜଣ ଆସାମାଜିକ ଯୁବକ ଗଛରେ ବାନ୍ଧି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ  ଘଟଣାସ୍ଥଳରେ ଜଗନ୍ନାଥପ୍ରସାଦ ବିଡିଓ, ଥାନା ଅଧିକାରୀ ଓ ସରପଞ୍ଚ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ ବୁଝାଶୁଝା କରି ଘଟଣାର ସମାଧାନ କରାଇଥିଲେ।

ଏହାପରେ ଥାନାରେ ଉଭୟ ପକ୍ଷ ମଧ୍ୟରେ ମିମାଂସା ହୋଇଥିବା ବେଳେ ପୁଲିସ୍‌ ଆପୋଷ ବୁଝାମଣା କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ପ୍ରଧାନଶିକ୍ଷକ ଅଭିଯୋଗ କରିଛନ୍ତି । ହେଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଘଟଣା ନେଇ ଶିକ୍ଷକ ସଂଘ ଜରିଆରେ ସେ  ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story