‘ମୁଁ ଦୁଃଖିତ, ହେଲେ ଦାୟୀ ନୁହେଁ’, ଅଶ୍ଲୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଏପରି କହିଲେ ପ୍ରଧାନଶିକ୍ଷକ

କଟକ(ଓଡ଼ିଶା ରିପୋର୍ଟର): “ସ୍ମାର୍ଟଫୋନ୍ ବ୍ୟବାହର ଜାଣି ନାହିଁ। ଆସିଥିବା ଲିଙ୍କ୍‌ ନ ଦେଖି ଗ୍ରୁପ୍‌ରେ ଫରୱାର୍ଡ କରିଥିବାରୁ ଏପରି ସାଂଘାତିକ ଭୁଲ ହେବା ସହ ବଦନାମି ମୁଣ୍ଡାଇବାକୁ ପଡ଼ିଲା। ଏଥିପାଇଁ ମୁଁ ଖୁବ୍‌ ଦୁଃଖିତ ହେଲେ ମଧ୍ୟ ଦାୟୀ ନୁହେଁ।” କିଛି ଦିନ ତଳେ କଟକର ଏକ ସରକାରୀ ସ୍କୁଲ୍‌ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଗ୍ରୁପ୍‌ରେ ପଡ଼ିଥିଲା ଅଶ୍ଳୀଳ ଫଟୋ। ଏହାକୁ ନେଇ ପୁଲିସ୍‌ ଖୋଳତାଡ଼ ଜାରି ରଖିଥିବା ବେଳେ ନିଜ ସଫେଇରେ ଏପରି […]

online-1

online-1

Niharika Rout
  • Published: Tuesday, 04 August 2020
  • Updated: 04 August 2020, 09:13 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): “ସ୍ମାର୍ଟଫୋନ୍ ବ୍ୟବାହର ଜାଣି ନାହିଁ। ଆସିଥିବା ଲିଙ୍କ୍‌ ନ ଦେଖି ଗ୍ରୁପ୍‌ରେ ଫରୱାର୍ଡ କରିଥିବାରୁ ଏପରି ସାଂଘାତିକ ଭୁଲ ହେବା ସହ ବଦନାମି ମୁଣ୍ଡାଇବାକୁ ପଡ଼ିଲା। ଏଥିପାଇଁ ମୁଁ ଖୁବ୍‌ ଦୁଃଖିତ ହେଲେ ମଧ୍ୟ ଦାୟୀ ନୁହେଁ।”

କିଛି ଦିନ ତଳେ କଟକର ଏକ ସରକାରୀ ସ୍କୁଲ୍‌ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଗ୍ରୁପ୍‌ରେ ପଡ଼ିଥିଲା ଅଶ୍ଳୀଳ ଫଟୋ। ଏହାକୁ ନେଇ ପୁଲିସ୍‌ ଖୋଳତାଡ଼ ଜାରି ରଖିଥିବା ବେଳେ ନିଜ ସଫେଇରେ ଏପରି କହିଛନ୍ତି ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ।

ସେ କହିଛନ୍ତି, “ମୋ’ କାମ ହେଲା, ପାଠ ପଢ଼ାଇବା ପାଇଁ ଯେଉଁସବୁ ଲିଙ୍କ ଆସିଥାଏ, ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଇବା। ହେଲେ ସେଦିନ ସେହି ଲିଙ୍କର କଣ୍ଟେଣ୍ଟ ଦେଖି ନଥିଲି। ଯାହା ଆସିଥିଲା ଗ୍ରୁପ୍‌ରେ ଛାଡ଼ି ଦେଇଥିଲି।”

ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଛି ଓ ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି କହିଛନ୍ତି।

ଏହି ଘଟଣାକୁ ନେଇ ଆଲୋଚନା ଜୋର ଧରିଥିବା ବେଳେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। କରୋନା ଯୋଗୁ ପିଲାମାନେ ସ୍କୁଲ ଯାଇ ନ ପାରି ଘରେ ରହି ଅନଲାଇନ୍‌ରେ ପାଠ ପଢ଼ୁଛନ୍ତି। ଏପରି ସ୍ଥିତିରେ ସେମାନେ ପିଲାଙ୍କୁ ମୋବାଇଲ୍ ଦେବାକୁ ବାଧ୍ୟ ହେଉଛନ୍ତି। ତେବେ ଏଭଳି ଅଶ୍ଲୀଳ ଲିଙ୍କ୍ ପଡ଼ିଲେ ତାହା ସେମାନଙ୍କ ଉପରେ କି ପ୍ରଭାବ ପକାଇବ ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story