ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ

ପୁରୀ(ପ୍ରଦୀପ ମହାନ୍ତି): ଟ୍ରେନ ଭିତରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଟଏଲେଟରୁ ଜିଆରପି ପୋଲିସ ଆଜି ସକାଳେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି। ମୃତ ମହିଳାଙ୍କ ପରିଚୟ ମିଳି ପାରିନି। ମହିଳାଙ୍କୁ କେହି ହତ୍ୟା କରି ଟଏଲେଟରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ପୁରୀ ଡେଲାଙ୍ଗ ଗାନ୍ଧୀପୀଠ ରେଲୱେ ଫାଟକ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ଉଦ୍ଧାର କରାଯାଇଛି। ଟ୍ରେନ ଲାଇନରେ ପଡ଼ିଥିବା ଏହି ମୁଣ୍ଡଟି ମୃତ ମହିଳାଙ୍କ […]

piri

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 12:09 PM IST

ପୁରୀ(ପ୍ରଦୀପ ମହାନ୍ତି): ଟ୍ରେନ ଭିତରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଟଏଲେଟରୁ ଜିଆରପି ପୋଲିସ ଆଜି ସକାଳେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି। ମୃତ ମହିଳାଙ୍କ ପରିଚୟ ମିଳି ପାରିନି। ମହିଳାଙ୍କୁ କେହି ହତ୍ୟା କରି ଟଏଲେଟରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି।

ପୁରୀ ଡେଲାଙ୍ଗ ଗାନ୍ଧୀପୀଠ ରେଲୱେ ଫାଟକ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ଉଦ୍ଧାର କରାଯାଇଛି। ଟ୍ରେନ ଲାଇନରେ ପଡ଼ିଥିବା ଏହି ମୁଣ୍ଡଟି ମୃତ ମହିଳାଙ୍କ ହୋଇଥିବା ଅନୁମାନ କରାଯାଉଛି। ରେଲୱେ ପୋଲିସ ଶବ ଜବତ କରି ଘଟଣାର ଛାନଭିନ୍ ଜାରି ରଖିଛି।

 

Related story