ପିଲା କହି ପାରିଲେନି ପଣକିଆ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ଜାରି କରିଛନ୍ତି ନୋଟିସ୍‌। ୧୫ ଦିନ ଭିତରେ ନୋଟିସ୍‌ର ଉତ୍ତର ଦେବାକୁ ତାଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ବାଲେଶ୍ୱର ସହରର ୪ଟି ସ୍କୁଲ୍‌କୁ ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀ ଅଚାନକ ଗସ୍ତ କରିଥିବା ବେଳେ ଗୋଟିଏ ୟୁପି ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀଙ୍କ […]

table

table

Niharika Rout
  • Published: Saturday, 25 June 2022
  • Updated: 25 June 2022, 02:44 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ଜାରି କରିଛନ୍ତି ନୋଟିସ୍‌। ୧୫ ଦିନ ଭିତରେ ନୋଟିସ୍‌ର ଉତ୍ତର ଦେବାକୁ ତାଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ବାଲେଶ୍ୱର ସହରର ୪ଟି ସ୍କୁଲ୍‌କୁ ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀ ଅଚାନକ ଗସ୍ତ କରିଥିବା ବେଳେ ଗୋଟିଏ ୟୁପି ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ନେଇଛନ୍ତି ଏଭଳି କାର୍ଯ୍ୟାନୁଷ୍ଠାନ।

ବାଲେଶ୍ୱର ଜିଲ୍ଲା ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଆସିଥିବା ମନ୍ତ୍ରୀ ଶ୍ରୀ ଦାଶ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୂତାରଙ୍କ ସହ ସହରର ଆଜିମାବାଦ ୟୁଜି ୟୁପି ସ୍କୁଲ, ମହାବୀର ନୋଡାଲ ୟୁପି ସ୍କୁଲ, ବାରବାଟୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଲେଶ୍ୱର ଟାଉନ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

ମହାବୀର ନୋଡାଲ ୟୁପି ସ୍କୁଲ ପରିଦର୍ଶନ ସମୟରେ ମନ୍ତ୍ରୀ କ୍ଲାସ୍‌ ରୁମ୍‌ରେ ଥିବା ପିଲାଙ୍କ ସହ କଥା ହୋଇଥିଲେ। ମନ୍ତ୍ରୀ ତୃତୀୟ ଶ୍ରେଣୀ ପିଲାଙ୍କ ସହ କଥା ହେଉଥିବା ବେଳେ ସେମାନଙ୍କୁ ତିନିକ ପଣକିଆ ପଚାରିଥିଲେ। ମାତ୍ର ସେମାନେ ତିନିକ ପଣିକିଆ ଠିକ୍‌ ଭାବେ କହି ପାରି ନ ଥିଲେ। ଏଥିରେ କ୍ଷୁବ୍ଧ ହୋଇ ମନ୍ତ୍ରୀ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜବାବ ତଲବ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ମନ୍ତ୍ରୀ ତାଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ନୋଟିସ୍ ଜାରି କରି ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏବେ ଜିଲ୍ଲାୱାରୀ ପ୍ରଧାନ ଶିକ୍ଷକ ସମ୍ମିଳନୀ ଚାଲିଛି।  ଗତ ୨୩ ତାରିଖରେ କେନ୍ଦୁଝରରେ ଓ ୨୪ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ସମ୍ମିଳନୀ ସରିଛି। ଆଜି ଅପରାହ୍ନ ୩ଟାରେ ବାଲେଶ୍ୱର ଜିଲ୍ଲାରେ ପ୍ରଧାନ ଶିକ୍ଷକଙ୍କ ସମ୍ମିଳନୀ ଥିବା ବେଳେ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଯାଇଥିବା ବେଳେ ତାହାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story