‘କଟକଣା କୋହଳ ହେଉ ହେଉ ଲୋକେ ରିସର୍ଟରେ ଏନଜୟ କଲେଣି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଇନ୍‌ଫେକ୍ସନ ରେଟ୍ ୦.୧୩ ପ୍ରତିଶତ ।  ଏନେଇ ମଲ୍ଟିପୁଲ୍ ଷ୍ଟଡି କରାଯାଉଛି । ଏହାସହ ଗର୍ଭବତୀ ମହିଳାଙ୍କ ଭ୍ୟାକ୍ସିନେସନ୍ ପାଇଁ ନିର୍ଦ୍ଦିଷ୍ଟ ଏସ୍ଓପି ଅଛି । ଛୁଆଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ । ତେଣୁ ଆମେ ଧିରେ ଧିରେ ଏସ୍ଓପି ଆଧାରରେ ଯିବୁ ବୋଲି  ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏଥିସହ ସେ କହିଛନ୍ତି, ରାଜ୍ୟରେ ଆଜି ସଂକ୍ରମଣ କମିଛି, ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ। […]

Bijay Mohapatra

Bijay Mohapatra

Niharika Rout
  • Published: Wednesday, 07 July 2021
  • Updated: 07 July 2021, 12:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଇନ୍‌ଫେକ୍ସନ ରେଟ୍ ୦.୧୩ ପ୍ରତିଶତ ।  ଏନେଇ ମଲ୍ଟିପୁଲ୍ ଷ୍ଟଡି କରାଯାଉଛି । ଏହାସହ ଗର୍ଭବତୀ ମହିଳାଙ୍କ ଭ୍ୟାକ୍ସିନେସନ୍ ପାଇଁ ନିର୍ଦ୍ଦିଷ୍ଟ ଏସ୍ଓପି ଅଛି । ଛୁଆଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ । ତେଣୁ ଆମେ ଧିରେ ଧିରେ ଏସ୍ଓପି ଆଧାରରେ ଯିବୁ ବୋଲି  ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏଥିସହ ସେ କହିଛନ୍ତି, ରାଜ୍ୟରେ ଆଜି ସଂକ୍ରମଣ କମିଛି, ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ। ହେଲେ କିଛି ଲୋକ ବିଭିନ୍ନ ସ୍ଥାନରେ  ଅଯଥା ଭିଡ଼ କରୁଛନ୍ତି। ଏଥିଯୋଗୁ ସଂକ୍ରମଣ ବଢିବ। ଜୀବନ ଜୀବିକା ପାଇଁ ଯେତିକି ଆବଶ୍ୟକ ସେତିକି ବାହାରକୁ ଯିବା ଉଚିତ୍ । ଭିଡ଼ ଯୋଗୁଁ ୫ରୁ ୬ ଦିନ ଭିତରେ ଅନେକ ଦୋକାନ, ହାଟ ବନ୍ଦ କରାଯାଇଛି।

ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେଇ ଗାଇଡଲାଇନ୍‌ କୋହଳ କରାଯିବାରୁ  କିଛି ଜାଗାରେ ଲୋକ ରିସର୍ଟକୁ ଯିବା ଆରମ୍ଭ କଲେଣି। ସମରକୁ ଏନଜୟ କଲେଣି। କିଛି ଲୋକ କଟକଣାକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ହେଲେ ଯେଉଁମାନେ ଏହାକୁ ମାନୁ ନାହାନ୍ତି, ସେମାନଙ୍କୁ ବିନମ୍ର ଅନୁରୋଧ ଦୟାକରି ଯେତିକି ଦରକାର ବାହାରକୁ ଯାଆନ୍ତୁ। ଭିଡ଼ ଜମାନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଏଥିସହ କହିଛନ୍ତି, ସେପ୍ଟେମ୍ବର, ଅକ୍ଟୋବର ବେଳକୁ ଥାର୍ଡ ୱେଭ ଆସିପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ହେଲେ ଗାଇଡଲାଇନ୍‌କୁ କଡ଼ାକଡ଼ି ପାଳନ ନ କଲେ ଏହା ଆହୁରି ଆଗରୁ ବି ଆସିପାରେ।  ।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ ଏବେ ତଳମୁହାଁ ଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍‌ ଲାଗୁନି। ଗତ ୨୪ ଘଣ୍ଟାରେ ୨୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ସର୍ବାଧିକ୫୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story