ଭୁବନେଶ୍ୱର: ବିଶ୍ୱ ହୃଦ ଦିସବରେ ସାଇକ୍ଲୋଥନ

ଭୁବନେଶ୍ୱର: ଆଜି ବିଶ୍ୱ ହୃଦ ଦିବସ। ଏହି ଅବସରରେ ଭୁବନେଶ୍ୱର ଏଏମ୍‌ଆରଆଇ ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ କରାଯାଇଛି। ହୃଦ ରୋଗ ନେଇ ସଚେତନତା ଓ ସୁରକ୍ଷା ଲକ୍ଷ୍ୟରେ ଆୟୋଜିତ ଏକ ରାଲିକୁ ଖୋର୍ଦ୍ଧା ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ। ଚଳିତବର୍ଷ ବିଶ୍ୱ ଦିବସର ଶୀର୍ଷକ ରହିଛି ‘ହେଲଦି ଏନଭର୍ଣ୍ଣମେଣ୍ଟ ଫର୍‌ ହାର୍ଟ’। ଆୟୋଜିତ ସାଇକ୍ଲୋଥନ୍‌ରେ ବହୁ ଲୋକ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

heart-day

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 10:57 AM IST

ଭୁବନେଶ୍ୱର: ଆଜି ବିଶ୍ୱ ହୃଦ ଦିବସ। ଏହି ଅବସରରେ ଭୁବନେଶ୍ୱର ଏଏମ୍‌ଆରଆଇ ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ କରାଯାଇଛି। ହୃଦ ରୋଗ ନେଇ ସଚେତନତା ଓ ସୁରକ୍ଷା ଲକ୍ଷ୍ୟରେ ଆୟୋଜିତ ଏକ ରାଲିକୁ ଖୋର୍ଦ୍ଧା ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ।

ଚଳିତବର୍ଷ ବିଶ୍ୱ ଦିବସର ଶୀର୍ଷକ ରହିଛି ‘ହେଲଦି ଏନଭର୍ଣ୍ଣମେଣ୍ଟ ଫର୍‌ ହାର୍ଟ’। ଆୟୋଜିତ ସାଇକ୍ଲୋଥନ୍‌ରେ ବହୁ ଲୋକ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related story