ମାଘରେ ସିଝିଲା ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଘରୁ ଘାରିଲାଣି ନିଦାଘ ଚିନ୍ତା । ଫେବ୍ରୁଆରୀ ସରି ନଥିବାବେଳେ ୪୦ ଡିଗ୍ରୀ ଛୁଇଁବ ଛୁଇଁବ ହେଲାଣି ରାଜ୍ୟରେ ତାପମାତ୍ରା । ଆଜି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଚିତ ହୋଇଛି । ଏଠି ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେପଟେ ବଢୁଥିବା ତାତିକୁ ଦେଖି ଆଗୁଆ ଅଂଶୁଘାତ ସତର୍କ ସୂଚନା ଦେଲେଣି ରାଜ୍ୟ ସରକାର । ଅଂଶୁଘାତ ପାଇଁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଡେପୁଟି […]

Heatwave

Heatwave

Tapas Behera
  • Published: Thursday, 25 February 2021
  • Updated: 26 February 2021, 02:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଘରୁ ଘାରିଲାଣି ନିଦାଘ ଚିନ୍ତା । ଫେବ୍ରୁଆରୀ ସରି ନଥିବାବେଳେ ୪୦ ଡିଗ୍ରୀ ଛୁଇଁବ ଛୁଇଁବ ହେଲାଣି ରାଜ୍ୟରେ ତାପମାତ୍ରା । ଆଜି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଚିତ ହୋଇଛି । ଏଠି ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେପଟେ ବଢୁଥିବା ତାତିକୁ ଦେଖି ଆଗୁଆ ଅଂଶୁଘାତ ସତର୍କ ସୂଚନା ଦେଲେଣି ରାଜ୍ୟ ସରକାର ।

ଅଂଶୁଘାତ ପାଇଁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଡେପୁଟି ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ତାସହ ସ୍କୁଲ ପିଲାଙ୍କୁ ପାଣି ବୋତଲ ସାଥୀରେ ନେଇ ଆସିବାକୁ କୁହାଯାଇଛି । ଏଥିସହ ସକାଳୁଆ ସ୍କୁଲ ଓ ଶ୍ରମିକଙ୍କ କାମ ନିର୍ଘଣ୍ଟ ସଠିକ୍ ସମୟରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ୧୯୯୮ ମସିହାରେ ରାଜ୍ୟରେ ଅଂଶୁଘାତରେ ୨ହଜାର ୪୨ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୧୬ରେ ୫୪, ୧୭ରେ ୪୫, ୧୮ରେ ୬୦, ୧୯ରେ ୫୦ ଓ ଗତବର୍ଷ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା ।

ସେପଟେ ପାଣିପାଗ ବିଭାଗ ଆକଳନ କରିଛି,  ମାର୍ଚ୍ଚ ପହିଲାରୁ ତାତି ଆହୁରି ବଢ଼ିବ। ଏପରିକି ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ଅତିକ୍ରମ କରିପାରେ । ତାତି ସହିତ ଗୁଳୁଗୁଳି ମଧ୍ୟ ବଢ଼ିବ।  ଏପରିକି ରାଜ୍ୟର ଅଧାରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆକଳନ କରିଛନ୍ତି ବିଶେଷଜ୍ଞ।  ଏବେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମ୍ ଥିବାରୁ ଓ ସାମୁଦ୍ରିକ ବାୟୁର ପ୍ରଭାବ ନ ଥିବାରୁ ସେତେଟା ଗରମ ହେଉନି।  ତେବେ ମାର୍ଚ୍ଚରୁ ଏପ୍ରିଲ ୧୫ ଯାଏଁ ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବଲାଙ୍ଗିର, କଳାହାଣ୍ଡି ପରି ଜିଲ୍ଲାରେ ଅଧିକ ତାତି ରହିବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story