ଖସୁଛି ପାରଦ, ଆହୁରି ୫ ଦିନ ଥରାଇବ ଶୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଜାରି ରହିବ । ତା’ସହ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଭଳି ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବା ସମ୍ଭାବନା ରହିଛି। ଏହି ସମୟରେ ଭିଜିବିଲିଟ୍ ମଧ୍ୟ କମ୍ ରହିପାରେ । କିଛି ସ୍ଥାନରେ ପାରଦ ନିମ୍ନଗାମୀ ହୋଇଛି । ସେପଟେ ୮ଟି ଜିଲ୍ଲା ପାଇଁ ଆଜି ସକାଳ ୮ଟା ୩୦ […]

winter

winter

Niharika Rout
  • Published: Monday, 07 December 2020
  • Updated: 07 December 2020, 07:50 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଜାରି ରହିବ । ତା’ସହ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଭଳି ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବା ସମ୍ଭାବନା ରହିଛି। ଏହି ସମୟରେ ଭିଜିବିଲିଟ୍ ମଧ୍ୟ କମ୍ ରହିପାରେ । କିଛି ସ୍ଥାନରେ ପାରଦ ନିମ୍ନଗାମୀ ହୋଇଛି ।

ସେପଟେ ୮ଟି ଜିଲ୍ଲା ପାଇଁ ଆଜି ସକାଳ ୮ଟା ୩୦ ଯାଏ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି  । ସେହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କନ୍ଧମାଳ, ଜଗତସିଂହପୁର, କଟକ, ପୁରୀ, ଅନୁଗୁଳ ଏବଂ ଢେଙ୍କାନାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story