ଘନ କୁହୁଡ଼ିର ଚାଦର ତଳେ ଦ୍ୱୈତନଗରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇ ଦିନ ହେଲା କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଗତକାଲି ଦୁଇ ସହର ଘନ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇଥିବାବେଳେ ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଭୁବନେଶ୍ୱରର ପଟିଆ- ନନ୍ଦନକାନନ ରୋଡ଼, ରସୁଲଗଡ଼-ବରମୁଣ୍ଡା ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମି ଆସିଛି। ଫଳରେ ରାସ୍ତାରେ ଗାଡ଼ି ଚଳାଇବା କଷ୍ଟକର […]

fog

Jyoshna Pradhan
  • Published: Monday, 25 November 2019
  • , Updated: 25 November 2019, 05:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇ ଦିନ ହେଲା କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଗତକାଲି ଦୁଇ ସହର ଘନ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇଥିବାବେଳେ ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଭୁବନେଶ୍ୱରର ପଟିଆ- ନନ୍ଦନକାନନ ରୋଡ଼, ରସୁଲଗଡ଼-ବରମୁଣ୍ଡା ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମି ଆସିଛି। ଫଳରେ ରାସ୍ତାରେ ଗାଡ଼ି ଚଳାଇବା କଷ୍ଟକର ହୋଇପଡ଼ୁଛି।

Related story