ସ୍ମାର୍ଟସିଟିର ବିକଳ ଚିତ୍ର, ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱର ବିକଳ ଚିତ୍ର। ରାସ୍ତାରେ ପ୍ରବାହିତ ହେଲା ଆଣ୍ଠୁଏ ଉଚ୍ଚର ପାଣି। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଯାହାଫଳରେ ପଥଚାରିମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ମୂଷଳ ଧାରାରେ ବର୍ଷିଥିଲା। ଅଧଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହୋଇଥିଲା। ଆଉ ବୁଡ଼ି ଯାଇଥିଲା ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ। ବିଶେଷକରି […]

rain

rain

Manoranjan Sial
  • Published: Tuesday, 20 July 2021
  • Updated: 20 July 2021, 07:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱର ବିକଳ ଚିତ୍ର। ରାସ୍ତାରେ ପ୍ରବାହିତ ହେଲା ଆଣ୍ଠୁଏ ଉଚ୍ଚର ପାଣି। ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଯାହାଫଳରେ ପଥଚାରିମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ମୂଷଳ ଧାରାରେ ବର୍ଷିଥିଲା। ଅଧଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହୋଇଥିଲା। ଆଉ ବୁଡ଼ି ଯାଇଥିଲା ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ। ବିଶେଷକରି ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥ, ନୟାପଲ୍ଲୀ ବେହେରା ସାହି, ବମିଖାଲ, ବାଣୀବିହାର, ଆଚାର୍ଯ୍ୟ ବିହାର, ଲକ୍ଷ୍ମୀସାର ପ୍ରମୁଖ ଅଞ୍ଚଳରେ ରାସ୍ତା ବୁଡ଼ି ଯାଇଥିଲା। କିଛି ସମୟ ପାଇଁ ରାସ୍ତା, ଡ୍ରେନ୍‌ ଭ୍ରମ ସୃଷ୍ଟି କରିଥିଲା।

ବର୍ଷା ପାଣି ନିଷ୍କାସିତ ନହୋଇପାରି ରାସ୍ତାରେ ଆଣ୍ଠୁଏ ଉଚ୍ଚର ଜମି ରହିଥିଲା। ଯାହାଫଳରେ ଦୀର୍ଘ ସମୟ ଧରି ଚାରି ଚକିଆ ଓ ଦୁଇ ଚକିଆ ଗାଡ଼ି ଅଟକି ରହିଥିଲା। କହିବାକୁ ଗଲେ ଯିବାଆସିବା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story