ଗଞ୍ଜାମର ବିଭିନ୍ନ ସ୍ଥାନ ଜଳବନ୍ଦୀ, ଯୋଗାଯୋଗ ବିଚ୍ଛିନ୍ନ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠୁ ଲଗାଣ ବର୍ଷା ଲାଗି ରହିଛି। ତେଣୁ ଋଷିକୂଲ୍ୟା, ବଂଶଧାରା ଓ ଜଳକା ସମେତ ଅନ୍ୟାନ୍ୟ ନଦୀ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି। କେଉଁଠି ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ତ କେଉଁଠି ଲୋକେ ପାଣି ମଝିରେ ଫସି ରହିଛନ୍ତି। ବିଶେଷ କରି ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ହିଞ୍ଜିଳିକାଟୁ ବ୍ଲକ୍‌ର […]

house

house

Jitendra Garnayak
  • Published: Friday, 12 October 2018
  • Updated: 12 October 2018, 09:15 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠୁ ଲଗାଣ ବର୍ଷା ଲାଗି ରହିଛି। ତେଣୁ ଋଷିକୂଲ୍ୟା, ବଂଶଧାରା ଓ ଜଳକା ସମେତ ଅନ୍ୟାନ୍ୟ ନଦୀ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି। କେଉଁଠି ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ତ କେଉଁଠି ଲୋକେ ପାଣି ମଝିରେ ଫସି ରହିଛନ୍ତି।

ବିଶେଷ କରି ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ହିଞ୍ଜିଳିକାଟୁ ବ୍ଲକ୍‌ର ନୂଆବୁରୁପଡ଼ା ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। କିଛି ଲୋକ ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଛନ୍ତି। ଭଞ୍ଜନଗରର ଅନେକ ଅଞ୍ଚଳରେ ଘରେ ପାଣି ପଶି ଯାଇଛି।

bhanjangarଋଷିକୂଲ୍ୟା ଓ ଜରଉ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଅଞ୍ଚଳ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅନେକ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି।

ବ୍ରହ୍ମପୁରରୁ ସୋରଡା ବ୍ଳକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶେରଗଡଠାରୁ ବଡ଼ଗଡ ଏବଂ ଆସିକାରୁ ସୋରଡ଼ା ଯିବା ରାସ୍ତାରେ ପାଣି ଯାତାୟତ କରୁଥିବାରୁ ଗମନାଗମନ ବନ୍ଦ ରହିଛି। ସୋରଡ଼ା ବ୍ଳକ୍‌ର ଅନେକ ଗାଁରେ ନଦୀ ଜଳ ପଶିଯାଇଥିବା ଦେଖିବାକୁ ମିଳିଛି। ସେହିପରି ଦିଗପହଣ୍ଡିରୁ ଶେରଗଡ଼ ରାସ୍ତାରେ ମଧ୍ୟ ପାଣି ପ୍ରବାହିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story