ବର୍ଷାରେ ଜଳମଗ୍ନ ରାଜଧାନୀ

ଭୁବନେଶ୍ୱର :ବର୍ଷା ଆରମ୍ଭ ହେଉ ହେଉ ରାଜଧାନୀରେ ଦେଖାଦେଲାଣି ଜଳ ନିଷ୍କାସନ ସମସ୍ୟା। ଲଘୁଚାପ ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ରାଜଧାନୀର ବହୁ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୀର୍ଘ ସମୟ ଧରି ଜମି ରହିଥିବା ଦେଖିବାକୁ ମିଳିଥିଲା। ଏପରିକି ଜୟଦେବ ବିହାର-ସିଆର୍‌ପି ଛକ ଫ୍ଲାଏ ଓଭର୍ ଉପରେ ମଧ୍ୟ ପାଣି ଲହଡ଼ି ଭାଙ୍ଗିଥିଲା। ଜାତୀୟ ରାଜପଥ ଉପରେ ପାଣି ଜମି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା […]

33

33

Tapas Behera
  • Published: Sunday, 30 June 2019
  • Updated: 30 June 2019, 09:56 PM IST

ଭୁବନେଶ୍ୱର :ବର୍ଷା ଆରମ୍ଭ ହେଉ ହେଉ ରାଜଧାନୀରେ ଦେଖାଦେଲାଣି ଜଳ ନିଷ୍କାସନ ସମସ୍ୟା। ଲଘୁଚାପ ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ରାଜଧାନୀର ବହୁ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୀର୍ଘ ସମୟ ଧରି ଜମି ରହିଥିବା ଦେଖିବାକୁ ମିଳିଥିଲା। ଏପରିକି ଜୟଦେବ ବିହାର-ସିଆର୍‌ପି ଛକ ଫ୍ଲାଏ ଓଭର୍ ଉପରେ ମଧ୍ୟ ପାଣି ଲହଡ଼ି ଭାଙ୍ଗିଥିଲା। ଜାତୀୟ ରାଜପଥ ଉପରେ ପାଣି ଜମି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜିଥିଲା।

ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏମିତି ସମସ୍ୟା ଦେଖାଦେଇଛି। ବର୍ଷା ହେଲେ ରାଜଧାନୀର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇପଡୁଛି। ପ୍ରତିକାର ସ୍ୱରୂପ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଉଛି। ହେଲେ କିଛି ବି ସୁଫଳ ମିଳୁନି।  ବର୍ଷା  ହେଲେ ରାଜଧାନୀରେ ଜଳ ନିଷ୍କାସନ ସମସ୍ୟା ଏକ ଧରାବନ୍ଧା ନିୟମ ପାଲଟି ଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story