୮ ଜିଲ୍ଲାରେ ବର୍ଷା ହେବ, ପବନ ବହିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ୮ ଜିଲ୍ଲାରେ ବର୍ଷା ହେବ। ଏପରିକି ପବନ ମଧ୍ୟ ବହିବ। ଏଥିପାଇଁ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଅପରାହ୍ନ ସାଢ଼େ ୫ଟା ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବ। ଏପରିକି ବଜ୍ରପାତ ହେବାର ଆଶଙ୍କ ରହିଛି। ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ।

Rain-in-Bhubaneswar8888

Manoranjan Sial
  • Published: Wednesday, 10 April 2019
  • , Updated: 10 April 2019, 03:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ୮ ଜିଲ୍ଲାରେ ବର୍ଷା ହେବ। ଏପରିକି ପବନ ମଧ୍ୟ ବହିବ। ଏଥିପାଇଁ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ଅପରାହ୍ନ ସାଢ଼େ ୫ଟା ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବ। ଏପରିକି ବଜ୍ରପାତ ହେବାର ଆଶଙ୍କ ରହିଛି। ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ।

Related story