ଉପରୁ ଖସିଲା ନିଆଁ, ହୁତୁ ହୁତୁ ହୋଇ ଜଳିଲା ନଡିଆ ଗଛ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହ ବର୍ଷା ହୋଇଛି। ରାଜଧାନୀରେ ସନ୍ଧ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ପବନ ହୋଇଥିଲା। ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ଖଲିଙ୍ଗି ଗାଁରେ କାଳବୈଶାଖୀ ଯୋଗୁଁ ଘଡଘଡି ମାରିବା ସହ ପ୍ରବଳ ଝଡ ତୋଫାନ ହୋଇଥିଲା। ଘଡଘଡିରେ ଏକ  ନଡିଆ ଗଛ ଜଳିଯାଇଥିଲା। ପ୍ରାୟ ୫ରୁ ୭ମିନିଟ ଧରି  ନଡିଆ ଗଛଟି ଜଳିଥିଲା। ଅପରାହ୍ଣରେ ବାଲେଶ୍ୱରରେ ମଧ୍ୟ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ […]

weather-1

weather-1

Tapas Behera
  • Published: Saturday, 18 April 2020
  • Updated: 18 April 2020, 09:06 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହ ବର୍ଷା ହୋଇଛି। ରାଜଧାନୀରେ ସନ୍ଧ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ପବନ ହୋଇଥିଲା। ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ଖଲିଙ୍ଗି ଗାଁରେ କାଳବୈଶାଖୀ ଯୋଗୁଁ ଘଡଘଡି ମାରିବା ସହ ପ୍ରବଳ ଝଡ ତୋଫାନ ହୋଇଥିଲା। ଘଡଘଡିରେ ଏକ  ନଡିଆ ଗଛ ଜଳିଯାଇଥିଲା। ପ୍ରାୟ ୫ରୁ ୭ମିନିଟ ଧରି  ନଡିଆ ଗଛଟି ଜଳିଥିଲା।

ଅପରାହ୍ଣରେ ବାଲେଶ୍ୱରରେ ମଧ୍ୟ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ ସହ ଘଡ଼ଘଡ଼ି ହୋଇଥିଲା। ସେଠାରେ କିଛି ଗଛ ଭାଙ୍ଗିପଡ଼ିଥିବା ସୂଚନା ମିଳିଛି। ନୀଳଗିରିରେ ମଧ୍ୟ କାଳବୈଶାଖୀ ପବନରେ ଇଲେକ୍ଟ୍ରି ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିଛି। ଲୋକଙ୍କ ଚାଳ ଛପର ମଧ୍ୟ ଉଡ଼ିଯାଇଥିବା ସୂଚନା ମିଳିଛି।

ବର୍ଷା ପରେ ଲୋକଙ୍କ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ୧୦ ଜିଲ୍ଲାରେ ପାରଦ ୪୦ ଉପରେ ରହିଛି। ୪୧.୭ ଡିଗ୍ରୀ ସହ ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବାବେଳେ ବୌଦ୍ଧ ୪୧.୬, ଟିଟିଲାଗଡ଼ ୪୧.୫, ଅନୁଗୁଳ ୪୧.୩ ଡିଗ୍ରୀ, ସୋନପୁର ୪୦.୬, ଭବାନୀପାଟଣା ୪୦.୫ ଡିଗ୍ରୀ, ଝାରସୁଗୁଡ଼ା ଓ ତାଳଚେରର ତାପମାତ୍ରା ୪୦.୨ ଡିଗ୍ରୀ, ମାଲକାନଗିରି ଓ ନୟାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story