ବାଲାନ୍ସ ଫେଲ୍‌; ସିଆର୍‌ପିଏଫ୍‌ ହେଲିକପ୍ଟରର କ୍ରାସ୍ ଲ୍ୟାଣ୍ଡିଂ

ଭୁବନେଶ୍ୱର: ହେଲିକପ୍ଟର ବାଲାନ୍ସ ଫେଲ୍।  ଅାଉ ତା’ପରେ କ୍ରାସ୍ ଲ୍ୟାଣ୍ଡିଂ।  ଏଭଳି ଏକ ଘଟଣା ଘଟିଥିଲା ଗତ ବୁଧବାର ଛତିଶଗଡର ସୁକ୍‌ମା ଜିଲ୍ଲାରେ। ସୁକମାରେ ମାଓବାଦୀ ହମଲା ପରେ ସିଆର୍‌ପିଏଫ୍‌ର କୋବ୍ରା ବାଟାଲିୟରନ ଦୁଇ ଅଧିକାରୀ ଓ ଜଣେ କମାଣ୍ଡୋଙ୍କୁ ନେଇ ଚିନ୍ତାଗୁମ୍ଫା କ୍ୟାମ୍ପକୁ ଅାସୁଥିଲା ଏହି ଘରୋଇ ହେଲିକପ୍ଟର। ତେବେ ହେଲିକପ୍ଟରଟି ଅବତରଣ କରିବା ବେଳେ ବାଲାନ୍ସ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା।  ସୌଭାଗ୍ୟବଶତଃ ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୨ ପାଇଲଟଙ୍କ ସହ ଅନ୍ୟ ୩ ଜଣ […]

helicopter

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 02:36 PM IST

ଭୁବନେଶ୍ୱର: ହେଲିକପ୍ଟର ବାଲାନ୍ସ ଫେଲ୍।  ଅାଉ ତା’ପରେ କ୍ରାସ୍ ଲ୍ୟାଣ୍ଡିଂ।  ଏଭଳି ଏକ ଘଟଣା ଘଟିଥିଲା ଗତ ବୁଧବାର ଛତିଶଗଡର ସୁକ୍‌ମା ଜିଲ୍ଲାରେ। ସୁକମାରେ ମାଓବାଦୀ ହମଲା ପରେ ସିଆର୍‌ପିଏଫ୍‌ର କୋବ୍ରା ବାଟାଲିୟରନ ଦୁଇ ଅଧିକାରୀ ଓ ଜଣେ କମାଣ୍ଡୋଙ୍କୁ ନେଇ ଚିନ୍ତାଗୁମ୍ଫା କ୍ୟାମ୍ପକୁ ଅାସୁଥିଲା ଏହି ଘରୋଇ ହେଲିକପ୍ଟର। ତେବେ ହେଲିକପ୍ଟରଟି ଅବତରଣ କରିବା ବେଳେ ବାଲାନ୍ସ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା।  ସୌଭାଗ୍ୟବଶତଃ ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୨ ପାଇଲଟଙ୍କ ସହ ଅନ୍ୟ ୩ ଜଣ ସାମାନ୍ୟ ଅାହତ ହୋଇଥିଲେ।

[video width="720" height="576" mp4="http://odishareporter.in/wp-content/uploads/2017/04/helicopter-1.mp4"][/video]

ସୂଚନାଯୋଗ୍ୟ, ଯବାନଙ୍କୁ ନେବେ ଆଣିବା ପାଇଁ ସିଆର୍‌ପିଏଫ୍‌ ଏହି ହେଲିକପ୍ଟରକୁ ଭଡ଼ା ସୂତ୍ରରେ ନେଇଛି।

Related story