କାଲିଠାରୁ ବାଧ୍ୟତା ମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୂର୍ବ ନିଷ୍ପତ୍ତି ମୁତାବକ ନୂଆ ବର୍ଷ ଅର୍ଥାତ ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ପିନ୍ଧିବେ ହେଲମେଟ୍ । ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଏହାକୁ ଜଗିବା ପାଇଁ ଆସନ୍ତାକାଲିଠାରୁ କଡ଼ାକଡ଼ି ଚେକିଂ ହେବ । ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଂଚ ହେବ ବୋଲି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ବାଇକ୍‌ରେ ଅଧିକ ଦୁର୍ଘଟଣା ଘଟୁଛି । ରୋଡ୍ […]

helmet-checking

helmet-checking

Tapas Behera
  • Published: Thursday, 31 December 2020
  • Updated: 31 December 2020, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୂର୍ବ ନିଷ୍ପତ୍ତି ମୁତାବକ ନୂଆ ବର୍ଷ ଅର୍ଥାତ ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ପିନ୍ଧିବେ ହେଲମେଟ୍ । ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଏହାକୁ ଜଗିବା ପାଇଁ ଆସନ୍ତାକାଲିଠାରୁ କଡ଼ାକଡ଼ି ଚେକିଂ ହେବ । ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଂଚ ହେବ ବୋଲି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ବାଇକ୍‌ରେ ଅଧିକ ଦୁର୍ଘଟଣା ଘଟୁଛି ।

ରୋଡ୍ ସେଫଟି କମିଟି ଚେୟାରମ୍ୟାନ ରାଜ୍ୟକୁ ଦୁର୍ଘଟଣା ପାଇଁ ତାଗିଦ କରିଛନ୍ତି।  ତେଣୁ ୨୦୨୧ରେ ଦୁର୍ଘଟଣା କମାଇବା ପାଇଁ ଗୁରୁତ୍ୱ ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ହେଲମେଟ୍ ଚେକିଂକୁ ଜୋରଦାର କରାଯାଇଛି। ସେପଟେ ଦେଶର ରାଜପଥଗୁଡ଼ିକରେ ଥିବା ଟୋଲ୍‌ପ୍ଲାଜାରେ ଗାଡ଼ି ଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଫାଶଟ୍ୟାଗ୍ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତିା ଜାନୁୟାରୀ ୧ ବଦଳରେ ଫେବୃୟାରୀ ୧୫ ତାରିଖରୁ ଫାଶଟ୍ୟାଗ୍‌କୁ ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ର ସରକାରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story