ଫସଲ ନଷ୍ଟ କରିଦେଲେ ହାତୀ

କେନ୍ଦୁଝର( ଓଡ଼ିଶା ରିପୋର୍ଟର) କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଗ୍ରାମରେ ୩୫ ଟିକିଆ ହାତୀପଲ ଉପଦ୍ରବ କରିଛନ୍ତି।  ବିଳମ୍ବିତ ରାତିରେ ପାଲଲଲହଡା ବନାଞ୍ଚଳ ମାଲ୍ୟଗିରି ଜଙ୍ଗଲରୁ  ହାତୀ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।  କେବଳ ସେତିକି ନୁହେଁ ଗାଁର ଚାଷୀ ହୀରା ଲାଲ ସାହୁଙ୍କ ଧାନ ଖଳାରେ ପଶି ଧାନ ଖାଇବା ସହ ତାଙ୍କ ପରିବା ଫସଲ ନଷ୍ଟ କରିଛନ୍ତି। ଏ ନେଇ ଚାଷୀ ବନ ବିଭାଗକୁ ଖବର […]

Tapas Behera
  • Published: Friday, 01 January 2021
  • Updated: 01 January 2021, 04:49 PM IST

Sports

Latest News

କେନ୍ଦୁଝର( ଓଡ଼ିଶା ରିପୋର୍ଟର) କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଗ୍ରାମରେ ୩୫ ଟିକିଆ ହାତୀପଲ ଉପଦ୍ରବ କରିଛନ୍ତି।  ବିଳମ୍ବିତ ରାତିରେ ପାଲଲଲହଡା ବନାଞ୍ଚଳ ମାଲ୍ୟଗିରି ଜଙ୍ଗଲରୁ  ହାତୀ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।  କେବଳ ସେତିକି ନୁହେଁ ଗାଁର ଚାଷୀ ହୀରା ଲାଲ ସାହୁଙ୍କ ଧାନ ଖଳାରେ ପଶି ଧାନ ଖାଇବା ସହ ତାଙ୍କ ପରିବା ଫସଲ ନଷ୍ଟ କରିଛନ୍ତି। ଏ ନେଇ ଚାଷୀ ବନ ବିଭାଗକୁ ଖବର ଦେବା ପରେ ସେମାନେ ହାତୀ ଘଉଡାଇଥିଲେ । ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ବଢୁଥିବା ବେଳେ ଲୋକେ ଭୟଭୀତ ଅଛନ୍ତି ସେପଟେ ସରକାରୀ ନିୟମ ଅନୁସାରେ କ୍ଷତି ପୂରଣ ଦିଆଯିବ ବୋଲି ବନ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story