ଇଏ ଆଉ ଜଣେ ଦ୍ରୌପଦୀ; ମୁଣ୍ଡରେ ୪ ଭାଇ ଭଉଣୀଙ୍କ ବୋଝ

ତେଲକୋଇ (ଚିନ୍ମୟ କୁମାର ସାହୁ): ଇଏ ଆଉ ଜଣେ ଦ୍ରୌପଦୀ। ବୟସ୍‌ ମାତ୍ର ୧୪ ବର୍ଷ। ପରିବାର ବୋଝ କ’ଣ ଜାଣିନାହାନ୍ତି। ବାପା-ମାଆଙ୍କ ଦେହାନ୍ତ ପରେ କୁନିକୁନି ୪ ଭାଇ ଭଉଣୀଙ୍କ ବୋଝ ମୁଣ୍ଡାଇଛନ୍ତି। ସେମାନଙ୍କ ମୁହଁରେ ଦାନା ଦେବା ପାଇଁ ଦ୍ରୌପଦୀ ଘରୁ ଗୋଡ଼ କାଢ଼ିଛନ୍ତି। ମୂଲମଜୁରି ଲାଗୁଛନ୍ତି। ଆଜି ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ଇରିଡା ଗାଁରୁ। ଇରିଡା ଗାଁର ମହାଜନ ଦେହୁରୀ ଜଣେ ଦିନ ମଜୁରିଆ। ତାଙ୍କର […]

Telcoi

Telcoi

Manoranjan Sial
  • Published: Saturday, 24 September 2022
  • Updated: 24 September 2022, 06:23 PM IST

Sports

Latest News

ତେଲକୋଇ (ଚିନ୍ମୟ କୁମାର ସାହୁ): ଇଏ ଆଉ ଜଣେ ଦ୍ରୌପଦୀ। ବୟସ୍‌ ମାତ୍ର ୧୪ ବର୍ଷ। ପରିବାର ବୋଝ କ’ଣ ଜାଣିନାହାନ୍ତି। ବାପା-ମାଆଙ୍କ ଦେହାନ୍ତ ପରେ କୁନିକୁନି ୪ ଭାଇ ଭଉଣୀଙ୍କ ବୋଝ ମୁଣ୍ଡାଇଛନ୍ତି। ସେମାନଙ୍କ ମୁହଁରେ ଦାନା ଦେବା ପାଇଁ ଦ୍ରୌପଦୀ ଘରୁ ଗୋଡ଼ କାଢ଼ିଛନ୍ତି। ମୂଲମଜୁରି ଲାଗୁଛନ୍ତି। ଆଜି ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ଇରିଡା ଗାଁରୁ।

ଇରିଡା ଗାଁର ମହାଜନ ଦେହୁରୀ ଜଣେ ଦିନ ମଜୁରିଆ। ତାଙ୍କର ପରିବାର କହିଲେ ପତ୍ନୀ ମାଗୁଲି ଦେହୁରୀ, ବଡଝିଅ ଦ୍ରୌପଦୀ, ଗୁର, ରାଧା, କାନ୍ଦରୀ ଓ ସାନ ପୁଅ ଜୟ ଦେହୁରୀ। କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳୁଥିଲେ ପୂରା ପରିବାର। ଏଥିସହ ନିଜର ଦୁଇ ଏକର ଜଙ୍ଗଲ ଜମିକୁ ମଧ୍ୟ ଚାଷ କରୁଥିଲେ ମହାଜନ।

୩ ବର୍ଷ ତଳେ ହଠାତ୍‌ ମହାଜନ ଜ୍ୱରରେ ପୀଡ଼ିତ ହେଲେ। ଡାକ୍ତର ଓ ବୈଦ ସମସ୍ତଙ୍କୁ ଦେଖାଇଲେ। ହେଲେ ଜ୍ୱର ଭଲ ହେଲା ନାହିଁ। ଶେଷରେ ରକ୍ତ ବାନ୍ତି କରି ଆରପାରିକୁ ଚାଲିଗଲେ ମହାଜନ। ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ମାଗୁଲି। କିନ୍ତୁ ହାର ମାନିନଥିଲେ। ପିଲାମାନଙ୍କୁ ମଣିଷ କରିବା ପାଇଁ ଲାଗି ପଡ଼ିଥିଲେ। କଷ୍ଟେମଷ୍ଟେ ଚଳୁଥିଲେ। ହଠାତ୍‌ ସେ ମଧ୍ୟ ଅସୁସ୍ଥ ହୋଇପଡ଼ିଲେ। ସ୍ୱାମୀଙ୍କ ପଛେ ପଛେ ସେ ମଧ୍ୟ ଚାଲିଗଲେ ଅଫେରା ରାସ୍ତାରେ।

[caption id="attachment_768947" align="aligncenter" width="650"]Telcoi ଭାଇ ଓ ଭଉଣୀଙ୍କ ସହ ଦ୍ରୌପଦା[/caption]

ବାପା-ମାଆଙ୍କ ମୃତ୍ୟୁ ପରେ ୫ ଭାଇ ଓ ଭଉଣୀ କ’ଣ କରିବେ? କେମିତି ଚଳିବେ? ପ୍ରତିଦିନ ଖାଇବେ କ’ଣ? ଏମିତି କେତେକଣ ଚିନ୍ତା ଭିତରେ ଘାଣ୍ଟି ହେଲେ ବଡ଼ ଝିଅ ଦ୍ରୌପଦୀ। ତାଙ୍କର ବା ବୟସ କେତେ? ମାତ୍ର ୧୪ ବର୍ଷ। ଯେଉଁ ବୟସରେ ଖେଳିବା ଓ ପଢ଼ିବା କଥା, ସେହି ବୟସରେ ୪ ଭାଇ ଓ ଭଉଣୀଙ୍କ ବୋଝ ନିଜ ମୁଣ୍ଡରେ ଲଦିଲେ ଦ୍ରୌପଦୀ। ମିଳୁଥିବା ପିଡିଏସ୍‌ ଚାଉଳ କିନ୍ତୁ ଯଥେଷ୍ଟ ହେଉନାହିଁ। ତେଣୁ ଭାଇ-ଭଉଣୀଙ୍କୁ ଅଜା ଗୋପାଳ ଦେହୁରୀ ଓ ଆଇଙ୍କ ପାଖରେ ଛାଡ଼ି ଘରୁ ପାଦ କାଢ଼ିଲେ ଦ୍ରୌପଦୀ।

ସାହିଭାଇଙ୍କ ସହାୟତାରେ ବାପାଙ୍କର ଥିବା ଦୁଇ ଏକର ଜଙ୍ଗଲ ଜମିକୁ ଚାଷ କଲେ। ଏହାଛଡ଼ା ମୂଲମଜୁରୀ ଲାଗିଲେ। ଗାଁରେ ଯିଏ ଡାକିଲା, ତାଙ୍କର କାମ କରିବାକୁ ଗଲେ ଦ୍ରୌପଦୀ। ଯାହା ମଜୁରୀ ମିଳିଥିଲା, ସେଥିରେ ଚଳୁଛନ୍ତି। ଏବେ କିନ୍ତୁ ଦ୍ରୌପଦୀଙ୍କ ଦୁଃଖ ବଢ଼ି ଯାଇଛି। ଅଜା ଓ ଆଇ ବାର୍ଦ୍ଧକ୍ୟରେ ପଦାର୍ପଣ କଲେଣି। ରୋଷେଇବାସ କରିପାରୁନାହାନ୍ତି। ତେଣୁ ଅଜା-ଆଈ ଓ ଛୋଟ ଛୋଟ ୪ ଭାଇ-ଭଉଣୀଙ୍କ ମୁହଁରେ ଦାନା ଯୋଗାଇବା ପାଇଁ ଦ୍ରୌପଦୀ କାମରୁ ଆସି ରୋଷେଇ କରି ଖାଇବାକୁ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story