ଛୋଟ ଛୁଆଙ୍କୁ ବ୍ୟାପୁଛି HFMD, ରାଜ୍ୟରେ ୨୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୁଣ୍ଡ ଟେକିଲାଣି ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) । ଏହି ରୋଗ ମୁଖ୍ୟତଃ ଛୋଟ ଛୁଆଙ୍କୁ ଆକ୍ରାନ୍ତ କରୁଥିବା ବେଳେ ରାଜ୍ୟରେ ଏହାଦ୍ୱାରା ଆକ୍ରାନ୍ତ ୨୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର  । ଏହି ରୋଗ ହେଲେ  ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା’ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଏପରି ଲକ୍ଷଣ ଥିବା […]

disease

disease

Niharika Rout
  • Published: Tuesday, 24 May 2022
  • Updated: 24 May 2022, 02:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୁଣ୍ଡ ଟେକିଲାଣି ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) । ଏହି ରୋଗ ମୁଖ୍ୟତଃ ଛୋଟ ଛୁଆଙ୍କୁ ଆକ୍ରାନ୍ତ କରୁଥିବା ବେଳେ ରାଜ୍ୟରେ ଏହାଦ୍ୱାରା ଆକ୍ରାନ୍ତ ୨୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର  ।

ଏହି ରୋଗ ହେଲେ  ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା’ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଏପରି ଲକ୍ଷଣ ଥିବା ୩୬ ରୋଗୀଙ୍କ ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ  HFMD ପଜିଟିଭ ବାହାରିଛନ୍ତି ।  ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି  । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର  । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ନଜର ରଖିଥିବା ବେଳେ ଏବେ ସେମାନେ ସୁସ୍ଥ ଥିବା ଜଣାଯାଇଛି। ପଜିଟିଭ  ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି  ।

କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିଜ ପିଲାଙ୍କ ନିକଟରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଏହି ରୋଗ ପୂର୍ବରୁ ଥିଲା ।  ହାଡ଼ଫୁଟି, ମିଳିମିଳା ହେଲେ ଯେପରି ରୋଗୀଙ୍କୁ ଆଇସୋଲେଟ କରି ରଖାଯାଇ ଚିକିତ୍ସା କରାଯାଏ, ଏହି ରୋଗ ଦେଖାଦେଲେ ବି ସମାନ ଚିକିତ୍ସା  ପଦ୍ଧତି ଆପଣାଇବା ଦରକାର। ରୋଗୀକୁ ଆଇସୋଲେସନରେ ରଖିଲେ ତାହା ଜଣଙ୍କ ମଧ୍ୟରେ ସୀମିତ ରହିବ ତଥା ରୋଗୀଟି ୩ ରୁ ୭ ଦିନରେ ଭଲ ହୋଇପାରିବ । ଏବଂ ଏହା  ଅନ୍ୟଙ୍କୁ ସଂକ୍ରମଣ କରିବ ନାହିଁ । ଏହି ରୋଗକୁ ନେଇ ଭୟଭୀତ ହେବାର କିଛି ନାହିଁ।  ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ।  ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ ।

ଏପରି ଲକ୍ଷଣ ଥିବା ରୋଗୀ ମେଡିକାଲ ଆଉଟଡୋରକୁ ଆସିଲେ ସେମାନଙ୍କ ସାମ୍ପଲ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍ୟୁନିଟି ସର୍ଭିଲାନ୍ସ ଉପରେ ନଜର ରଖାଯାଇଛି ବୋଲି ମଧ୍ୟ କହିଛନ୍ତି ଡା. ମହାପାତ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story