ଶିମିଳିପାଳ ହାତୀ ମୃତ୍ୟୁ ଘଟଣା: ମୁଖ୍ୟ ସାକ୍ଷୀ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିମିଳିପାଳ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣାର ମୁଖ୍ୟ ସାକ୍ଷୀ ବନ କର୍ମଚାରୀ ତୁରାମ ପୂର୍ତ୍ତି ମୃତ୍ୟୁ ମାମଲାର ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାତୀ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରି ଆଜି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ CCF ମନୋଜ ନାୟାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ହାତୀଙ୍କ ପାଇଁ ୧୪ଟି ହାତୀ କରିଡର ଚିହ୍ନଟ କରାଯାଇଥିବା ନେଇ ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ମଣିଷ […]

High Court

High Court

Manoranjan Sial
  • Published: Thursday, 22 December 2022
  • Updated: 22 December 2022, 08:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିମିଳିପାଳ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣାର ମୁଖ୍ୟ ସାକ୍ଷୀ ବନ କର୍ମଚାରୀ ତୁରାମ ପୂର୍ତ୍ତି ମୃତ୍ୟୁ ମାମଲାର ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାତୀ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରି ଆଜି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ CCF ମନୋଜ ନାୟାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ହାତୀଙ୍କ ପାଇଁ ୧୪ଟି ହାତୀ କରିଡର ଚିହ୍ନଟ କରାଯାଇଥିବା ନେଇ ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ମଣିଷ ଓ ହାତୀଙ୍କ ମଧ୍ୟରେ ସଂଘର୍ଷ ଏଡାଇବା ପାଇଁ ‘ଜନ ସୁରକ୍ଷା ଗଜରକ୍ଷା ଯୋଜନା’ ଲାଗୁ କରାଯାଇଛି। ଯେଉଁଥିରେ ୧୧୭୭ଟି ଗ୍ରାମ ପାଇଁ ୫୪୫୭ ଗଜସାଥୀ ରହିଛନ୍ତି। ଏହାଛଡା ବିଦ୍ୟୁତ୍ ଜନିତ ହାତୀମୃତ୍ୟୁ ରୋକିବା ପାଇଁ ୨୩୫୪ କିମି ଅଞ୍ଚଳରେ ସୁରକ୍ଷା କେବୁଲ୍‌ ଲଗାଯାଇଛି। ୧୯ଟି ଡିଭିଜନରେ ୩୨ଟି ରେଞ୍ଜରେ ସର୍ବାଧିକ ହାତୀ ମଣିଷ ଲଢେଇ ହେଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ହାତୀଙ୍କ ଚଳପ୍ରଚଳ ଅଞ୍ଚଳରେ ବର୍ତ୍ତମାନ ଯାଏଁ ୩୪ଟି ଜଳାଶୟ ସୃଷ୍ଟି କରାଯାଇଥିବା ବେଳେ ୨୬ଟିର ପୁନରୁଦ୍ଧାର କରାଯାଇଛି। ଏହାସହ ୪୧ଟି ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ହାତୀଙ୍କ ଖାଦ୍ୟ ପାଇଁ ଲକ୍ଷେ ବାଉଁଶ ଚାରା ରୋପଣ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସିସିଫ। ଜାନୁଆରୀ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବାକୁ ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story