ବୀରଞ୍ଚି ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଚଗଲାକୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ(ଓଡ଼ିଶା ରିପୋର୍ଟର): ଜୁଡୋ କୋଚ୍‌ ବୀରଞ୍ଚି ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଅକ୍ଷୟ ବେହେରା ଓରଫ ଚଗଲାକୁ ହାଇକୋର୍ଟରୁ ଜାମିନ୍‌ ମିଳିଛି। ମାମଲାକୁ ବିଚାର କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୂରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଚଗଲାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ଖଣ୍ଡପୀଠ ସର୍ତ୍ତ ରଖିଛନ୍ତି। ୨୦୦୮ ମସିହା ଏପ୍ରିଲ ୧୩ ତାରିଖରେ ପଣା […]

Orissa High Court

Orissa High Court

Manoranjan Sial
  • Published: Monday, 04 October 2021
  • Updated: 04 October 2021, 10:08 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଜୁଡୋ କୋଚ୍‌ ବୀରଞ୍ଚି ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଅକ୍ଷୟ ବେହେରା ଓରଫ ଚଗଲାକୁ ହାଇକୋର୍ଟରୁ ଜାମିନ୍‌ ମିଳିଛି। ମାମଲାକୁ ବିଚାର କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୂରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଚଗଲାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ଖଣ୍ଡପୀଠ ସର୍ତ୍ତ ରଖିଛନ୍ତି।

୨୦୦୮ ମସିହା ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ଦିନ ଜୁଡୋ କୋଚ୍‌ ବୀରଞ୍ଚି ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗ୍ୟାଙ୍ଗ ଷ୍ଟାର ସନ୍ଦୀପ ଆଚାର୍ଯ୍ୟ ଓରଫ୍‌ ରାଜା ଓ ତା’ର ସହଯୋଗୀ ଅକ୍ଷୟ ବେହେରା ଓରଫ ଚଗଲା ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୦୮ ଏପ୍ରିଲ ୨୯ ତାରିଖରେ ପୁଲିସ ଚଗଲାକୁ ଗିରଫ କରିଥିଲା। ନିମ୍ନ ଅଦାଲତ ଏହି ମାମଲାରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ।

ଉଭୟ ଦୋଷୀ ସାବ୍ୟସ୍ତ ହୋଇଥିବାରୁ କ୍ରିମିନାଲ ଅପିଲରେ ହାଇକୋର୍ଟଙ୍କୁ ଆସିଥିଲେ। ସୁପ୍ରିମକୋର୍ଟ ୨୦୧୭ ମସିହାରେ ରାଜା ଆଚାର୍ଯ୍ୟଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। କ୍ରିମିନାଲ ଅପିଲର ଶୁଣାଣିରେ ବିଳମ୍ବ ଘଟୁଥିବା ଓ ଅଭିଯୁକ୍ତ ୧୩ ବର୍ଷ ସଜ୍ଜା କାଟି ସାରି ଥିବାରୁ ଚଗଲାର ଜାମିନ ମଞ୍ଜୁର କରିବାକୁ ହାଇକୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଚଗଲାର ଓକିଲ।

ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଆସାମୀ ସର୍ବୋଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିବାରୁ ସହଯୋଗୀ ଅକ୍ଷୟ ବେହେରାକୁ ଜାମିନ ପ୍ରଦାନ କରିବାକୁ ସେ ଯୁକ୍ତିରେ ଦର୍ଶାଇଥିଲେ। ଏଭଳି ଯୁକ୍ତିକୁ ଗ୍ରହଣ କରି ଓଡିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଆଜି ଚଗଲା ଓରଫ ଅକ୍ଷୟ ବେହେରାର ଜାମିନକୁ ମଞ୍ଜୁର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story