ଗର୍ଭବତୀ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୦ ଲକ୍ଷ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (ଓଡ଼ିଶା ରିପୋର୍ଟର): ଗର୍ଭବତୀ ହୋଇଥିବା ୨୦ ବର୍ଷୀୟା ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେ ଯେମିତି ଉତ୍ତମ ଚିକିତ୍ସା ପାଇ ପ୍ରସବ କରାଇବେ, ସେଥିପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ଘଟଣାର ଶୁଣାଣି କରି ବିଚାର କରୁଥିବା ଅଦାଲତ ଯାହା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେବେ ତାହା ବ୍ୟତୀତ ଏହି ୧୦ ଲକ୍ଷ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା […]

Orissa High Court

Orissa High Court

Manoranjan Sial
  • Published: Wednesday, 17 November 2021
  • Updated: 17 November 2021, 09:59 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଗର୍ଭବତୀ ହୋଇଥିବା ୨୦ ବର୍ଷୀୟା ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେ ଯେମିତି ଉତ୍ତମ ଚିକିତ୍ସା ପାଇ ପ୍ରସବ କରାଇବେ, ସେଥିପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ଘଟଣାର ଶୁଣାଣି କରି ବିଚାର କରୁଥିବା ଅଦାଲତ ଯାହା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେବେ ତାହା ବ୍ୟତୀତ ଏହି ୧୦ ଲକ୍ଷ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା ପ୍ରାଧିକରଣ ମାଧ୍ୟମରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ।

ଗତ ଏପ୍ରିଲ ୧୪ ତାରିଖରେ କଟକ ଜିଲ୍ଲା ଏକ ଅଞ୍ଚଳରେ ଘଟିଥିଲା ଏହି ଗଣ ଦୁଷ୍କର୍ମ ଘଟଣା। ଯୁବତୀ ଜଣକ ନିଜ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ସ୍କୁଲ ଭିତରକୁ ଟେକି ନେଇ ପାଟିରେ ଗାମୁଛା ଚାପି ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ନିଜ ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ।

ଏହା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପୁଲିସ ଗର୍ଭ ପରୀକ୍ଷା କରାଇବା କିମ୍ବା ଆଇନସେବା ପ୍ରାଧିକରଣର ସାହାଯ୍ୟ ନେବାକୁ ପରାମର୍ଶ ଦେଇନଥିଲା। କୌଣସି ଦୁଷ୍କର୍ମ ପୀଡ଼ିତା ଆସିଲେ, ପୁଲିସ ପ୍ରଥମେ ଏହି ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଗର୍ଭପାତ କରାଇବା ମାମଲା ପ୍ରଥମେ ନିମ୍ନ ଅଦାଲତ ଓ ପରେ ହାଇକୋର୍ଟରେ ପହଞ୍ଚି ଥିଲା। ପୀଡ଼ିତା ଜଣକ ଏବେ ୨୬ ସପ୍ତାହର ଗର୍ଭ ଧାରଣ କରିଥିବାରୁ ଗର୍ଭପାତ କଲେ ପୀଡ଼ିତାଙ୍କ ଜୀଵନ ପ୍ରତି ବିପଦ ଥିବା ମେଡ଼ିକାଲ୍‌ ଟିମ୍‌ ପରାମର୍ଶ ଦେଇଥିଲେ। ତେଣୁ ସୁରକ୍ଷିତ ପ୍ରସବ କରାଇବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେବକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story