ମେୟର କେ. ମାଧବୀଙ୍କ ସଭ୍ୟପଦ ରଦ୍ଦ ଉପରେ ରହିତାଦେଶ ଦେଲେ ହାଇକୋର୍ଟ

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗର ନିଗମ ମେୟର କେ. ମାଧବୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାଧବୀଙ୍କ ସଭ୍ୟପଦ ରଦ୍ଦ ନେଇ ଗଞ୍ଜାମ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଫଳରେ ମାଧବୀ ପୁଣି ମେୟର ଭାବେ କାର୍ଯ୍ୟ କରିପାରିବେ।</p> <p>କେ. ମାଧବୀ ବିନା ଛାଡପତ୍ରରେ ଦୁଇଥର ବିବାହ କରିଥିବା ନେଇ ଅଭିଯୋଗ ହୋଇଥିଲା।&nbsp; ମାଧବୀଙ୍କ ପ୍ରଥମେ ବାଲ୍ୟ ବିବାହ ହୋଇଥିଲା ଓ ପରେ ତାଙ୍କର ଛାଡପତ୍ର ହୋଇଥିବା ତାଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା। ଏସବୁକୁ ବିଚାର କରି ହୋଇକୋର୍ଟ ମାମଲାକୁ ଗ୍ରହଣ କରିବା ସହ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।</p>

Ordigital Desk
  • Published: Tuesday, 20 March 2018
  • Updated: 20 March 2018, 08:09 PM IST

Sports

Latest News

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗର ନିଗମ ମେୟର କେ. ମାଧବୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାଧବୀଙ୍କ ସଭ୍ୟପଦ ରଦ୍ଦ ନେଇ ଗଞ୍ଜାମ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଫଳରେ ମାଧବୀ ପୁଣି ମେୟର ଭାବେ କାର୍ଯ୍ୟ କରିପାରିବେ।</p><p>କେ. ମାଧବୀ ବିନା ଛାଡପତ୍ରରେ ଦୁଇଥର ବିବାହ କରିଥିବା ନେଇ ଅଭିଯୋଗ ହୋଇଥିଲା।&nbsp; ମାଧବୀଙ୍କ ପ୍ରଥମେ ବାଲ୍ୟ ବିବାହ ହୋଇଥିଲା ଓ ପରେ ତାଙ୍କର ଛାଡପତ୍ର ହୋଇଥିବା ତାଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା। ଏସବୁକୁ ବିଚାର କରି ହୋଇକୋର୍ଟ ମାମଲାକୁ ଗ୍ରହଣ କରିବା ସହ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos