ହାଇକୋର୍ଟଙ୍କ ନିର୍ଦ୍ଦେଶ: ବ୍ୟକ୍ତିଗତ ହାଜିରା ପାଇଁ ବାଧ୍ୟ କରାଯାଇ ପାରିବନି, କମିଶନଙ୍କୁ ନୋଟିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ନିର୍ଦ୍ଦେଶକୁ ନେଇ ଆଜି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ‘ଓଟିଭି’ ଆବେଦନ ଉପରେ ବିଚାର କରି ହାଇକୋର୍ଟ କହିଛନ୍ତି ଯେ, ବ୍ୟକ୍ତିଗତ ହାଜିରା ପାଇଁ ବାଧ୍ୟ କରାଯାଇ ପାରିବନି। ଏହା ସହ ରାଜ୍ୟ ମହିଳା କମିଶନଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ନଭେମ୍ବର ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଅନ୍ତଃ ଅଭିଯୋଗ କମିଟିକୁ ବେଆଇନ ଦର୍ଶାଇଥିଲେ ମହିଳା କମିଶନ। ଏହାକୁ ଚାଲେଂଜ […]

minati-behera

minati-behera

Tapas Behera
  • Published: Wednesday, 28 October 2020
  • Updated: 28 October 2020, 04:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ନିର୍ଦ୍ଦେଶକୁ ନେଇ ଆଜି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ‘ଓଟିଭି’ ଆବେଦନ ଉପରେ ବିଚାର କରି ହାଇକୋର୍ଟ କହିଛନ୍ତି ଯେ, ବ୍ୟକ୍ତିଗତ ହାଜିରା ପାଇଁ ବାଧ୍ୟ କରାଯାଇ ପାରିବନି। ଏହା ସହ ରାଜ୍ୟ ମହିଳା କମିଶନଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ନଭେମ୍ବର ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଅନ୍ତଃ ଅଭିଯୋଗ କମିଟିକୁ ବେଆଇନ ଦର୍ଶାଇଥିଲେ ମହିଳା କମିଶନ।

ଏହାକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ଓଟିଭି କର୍ତ୍ତୃପକ୍ଷ। ସୂଚନା ଅନୁଯାୟୀ ଏହି ଘଟଣାରେ ଏବେ କ୍ରାମଇବ୍ରାଞ୍ଚ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story