ଏସ୍ଆଇଟିକୁ ନିର୍ଦ୍ଦେଶ; ‘ନୟାଗଡ଼ ନାବାଳିକା ହତ୍ୟା ମାମଲାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଅ’

କଟକ(ଓଡ଼ିଶା ରିପୋର୍ଟର): ନୟାଗଡ଼ ନାବାଳିକା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ ତାରିଖକୁ ଘୁଞ୍ଚିଲା । ଏହାରି ଭିତରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି ଏନେଇ ମାମଲାର ଶୁଣାଣି କରିବା ସହ ପୂର୍ବରୁ ଏସ୍ଆଇଟି ବନ୍ଦ ଲଫାଫାରେ ଦେଇଥିବା ଷ୍ଟାଟସ ରିପୋର୍ଟ ଦେଖିଛନ୍ତି କୋର୍ଟ । ତେବେ ଅପଡେଟ୍ ଷ୍ଟାଟସ ରିପୋର୍ଟ ଦେବାକୁ ଏସ୍ଆଇଟି ଅଧିକ ସମୟ ମାଗିଥିଲା । ଏଣୁ ୨ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ […]

Orissa High Court

Orissa High Court

Niharika Rout
  • Published: Tuesday, 12 January 2021
  • Updated: 12 January 2021, 04:22 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ନୟାଗଡ଼ ନାବାଳିକା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ ତାରିଖକୁ ଘୁଞ୍ଚିଲା । ଏହାରି ଭିତରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି ଏନେଇ ମାମଲାର ଶୁଣାଣି କରିବା ସହ ପୂର୍ବରୁ ଏସ୍ଆଇଟି ବନ୍ଦ ଲଫାଫାରେ ଦେଇଥିବା ଷ୍ଟାଟସ ରିପୋର୍ଟ ଦେଖିଛନ୍ତି କୋର୍ଟ ।

ତେବେ ଅପଡେଟ୍ ଷ୍ଟାଟସ ରିପୋର୍ଟ ଦେବାକୁ ଏସ୍ଆଇଟି ଅଧିକ ସମୟ ମାଗିଥିଲା । ଏଣୁ ୨ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଏସ୍ଆଇଟିକୁ ସମୟ ଦେଇଛନ୍ତି । ସେପଟେ ମାମଲାର ମୂଳ ଆବେଦନକାରୀ ଆଜି ପୁଣି ଏକ ସତ୍ୟପାଠ ଦାଖଲ କରିଛନ୍ତି। ଅଭିଯୁକ୍ତର ଘରୁ ସବୁ ଜିନିଷପତ୍ର ଜବତ କରିଥିଲେ ବି ତାହାର ବୟସ ଜାଣିବା ଲାଗି କାହିଁକି ସାର୍ଟିଫିକେଟ ନିଆଯାଇନଥିଲା ଓ ଓସିଫିକେସନ ଟେଷ୍ଟ କାହିଁକି କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅଭିଯୁକ୍ତ ନାବାଳକ ଥିବା ଜାଣି ବି ଏସ୍ଆଇଟି ତାଙ୍କୁ ଜାଣିଶୁଣି ସାବାଳକ ବୋଲି କହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ SIT କୋର୍ଟ ଚାଲାଣ କରିଥିଲା। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତଙ୍କ ଓକିଲ। ଏପରିକି ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ। ହେଲେ ନୟାଗଡ଼ ପୋକ୍ସୋ କୋର୍ଟ ତାଙ୍କୁ ନାବାଳକ ଦର୍ଶାଇଥିଲେ ।

ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SIT ଅରୁଣ ବୋଥ୍ରାଙ୍କୁ ଜବରଦସ୍ତ ଝଟକା ଲାଗିଥିଲା। ଏହାପରେ  ଗିରଫ ନାବାଳକ ଅଭିଯୁକ୍ତ ଗତ ୮ ତାରିଖରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିଲେ।  ସେଠାରେ ନାର୍କୋ ଟେଷ୍ଟ ଲାଗି SIT ପକ୍ଷରୁ ଆବେଦନ କରାଯାଇଥିବା ବେଳେ ନାବାଳକଜଣକ କିନ୍ତୁ ଏଥିନିମନ୍ତେ ନିଜ ଅସହମତି ପ୍ରକାଶ କରିଥିଲେ । 

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୧ ତାରିଖରେ SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ତେଣୁ ସବୁ ପ୍ରମାଣ ପାଇବା ପରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ନୟାଗଡ଼ ନାବାଳିକ  ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସେ ଜଣେ ସାବାଳକ ବୋଲି ବୋଥ୍ରା ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story