ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ମୋଦିଙ୍କୁ ଭେଟିବେ କେନ୍ଦ୍ରୀୟ କମିଟିର ପ୍ରତିନିଧି ମଣ୍ଡଳୀ

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ  କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ  ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବ ବୋଲି କହିଛନ୍ତି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଶୋକ କୁମାର ଦାଶ। ସମ୍ୱଲପୁର ଠାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ଆଗାମୀ ମୌସୁମୀ ଅଧିବେସନ ସମୟରେ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ସ୍ତୀରିକୃତ ହୋଇଛି। ଏହି […]

odisha

odisha

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 05:15 PM IST

Sports

Latest News

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ  କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ  ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବ ବୋଲି କହିଛନ୍ତି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଶୋକ କୁମାର ଦାଶ। ସମ୍ୱଲପୁର ଠାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ଆଗାମୀ ମୌସୁମୀ ଅଧିବେସନ ସମୟରେ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ସ୍ତୀରିକୃତ ହୋଇଛି। ଏହି ସମୟରେ ପ୍ରତିନିଧି ମଣ୍ଡଳୀ ବେଞ୍ଚ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେବାପାଇଁ  ପ୍ରଧାନମନ୍ତ୍ରୀ ଙ୍କୁ ଅନୁରୋଧ କରିବ। ଏ ନେଇ ଝାରସୁଗୁଡା ରେ ଅନୁଷ୍ଠିତ ହେବାକୁ ଥିବା କମିଟିର ପରବର୍ତ୍ତି ସାଧାରଣ ପରିଷଦ ବୈଠକରେ ଗସ୍ତର କାର୍ଯ୍ୟସୁଚୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ଚାଲିଆସୁଥିବା ଆନ୍ଦୋଳନ ପୂର୍ବ ଭଳି ଚାଲିବ। ମାସର ଶେଷ ତିନି କାର୍ଯ୍ୟ ଦିବସକୁ ବର୍ଜନ କାର୍ଯ୍ୟକ୍ରମ ଜାରୀ ରହିବ। କମିଟି କହିଛି ଏବେ ବେଞ୍ଚ ସ୍ଥାପନ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛି। ରାଜ୍ୟ ସରକାରଙ୍କ କେନ୍ଦ୍ରକୁ ଚିଠି ଲେଖିବା ପରେ ଏବେ କେନ୍ଦ୍ର ସରକାର ଯଶୱନ୍ତ ସିଂ କମିସନଙ୍କ ଗାଇଡ ଲାଇନ ଆଧାରରେ ବେଞ୍ଚ ସ୍ଥାପନ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସମ୍ୱଲପୁର ଜିଲ୍ଲା ଓକିଲ ସଂଘର ସଭାପତି ଡ. ପ୍ରମୋଦ କୁମାର ରଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story