ସକାଳୁ ସକାଳୁ ଘରେ ପଶିଗଲା ହାଇଓ୍ୱା

କେନ୍ଦୁଝର(ଓଡ଼ିଶା ରିପୋର୍ଟର):ଘର ଭିତରକୁ ଭାରସାମ୍ୟ ହରାଇ ପଶିଗଲା ହାଇଓ୍ୱା। ଏହି ଦୁର୍ଘଟଣାରେ ୩ ଭାଇଭଉଣୀ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଡର୍ବୀ ଛକରେ ଘଟିଛି। ସୂଚନାଯୋଗ୍ୟ,ଆଜି ଭୋର ସମୟରେ ୩ ଭାଇ ଭଉଣୀ ଘରେ ଶୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଘର ଭିତରକୁ  ପଶିଯାଇଥିଲା। ଫଳରେ ମାଟି କାନ୍ଥ ଭାଇ ଭଉଣୀଙ୍କ ଉପରେ ପଡିଯାଇଥିଲା। ଗୁରୁତର […]

accident

accident

Tapaswini Nayak
  • Published: Monday, 05 October 2020
  • Updated: 05 October 2020, 10:43 AM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର):ଘର ଭିତରକୁ ଭାରସାମ୍ୟ ହରାଇ ପଶିଗଲା ହାଇଓ୍ୱା। ଏହି ଦୁର୍ଘଟଣାରେ ୩ ଭାଇଭଉଣୀ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଡର୍ବୀ ଛକରେ ଘଟିଛି।

ସୂଚନାଯୋଗ୍ୟ,ଆଜି ଭୋର ସମୟରେ ୩ ଭାଇ ଭଉଣୀ ଘରେ ଶୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଘର ଭିତରକୁ  ପଶିଯାଇଥିଲା। ଫଳରେ ମାଟି କାନ୍ଥ ଭାଇ ଭଉଣୀଙ୍କ ଉପରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇଭଉଣୀଙ୍କ ବାପାମା’ ଅନ୍ୟ ଏକ ରୁମ୍‌ରେ ଶୋଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

ଦୁର୍ଘଟଣା ଘଟାଇ ହାଇଓ୍ୱା ସହ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story