ଜଣାଶୁଣା ହିନ୍ଦୀ ଲେଖକଙ୍କୁ ନେଇଗଲା କରୋନା

ଆସ୍କା:(ଓଡ଼ିଶା ରିପୋର୍ଟର) ଜଣାଶୁଣା ହିନ୍ଦୀ ଏବଂ ଓଡ଼ିଆ ଲେଖକ ଏସ୍.କେ ସଈଦଙ୍କ କରୋନାରେ ମୃତ୍ୟୁ ଘଟିଛି। ସାହିତ୍ୟ ପ୍ରତି ସାୟେଦଙ୍କ ଅନେକ ଅବଦାନ ରହିଛି। ତାଙ୍କ ସମ୍ପାଦନାରେ ହିନ୍ଦୀ ପତ୍ରିକା ‘ଆପ୍‌ନା ପାଇଗମ’ ପ୍ରକାଶିତ ହୋଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏସ୍.କେ ସଈଦ ଅନେକ ଓଡ଼ିଆ ଲେଖାକୁ ହିନ୍ଦୀରେ ଅନୁବାଦ କରି ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶିତ କରିଛନ୍ତି। ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ଲେଖା ପ୍ରକାଶିତ ହୋଇଛି। ସେ ଆସ୍କା ବିଦ୍ୟାଳୟରେ ହିନ୍ଦୀ […]

ybn

ybn

Tapas Behera
  • Published: Wednesday, 07 October 2020
  • Updated: 07 October 2020, 06:29 PM IST

Sports

Latest News

ଆସ୍କା:(ଓଡ଼ିଶା ରିପୋର୍ଟର) ଜଣାଶୁଣା ହିନ୍ଦୀ ଏବଂ ଓଡ଼ିଆ ଲେଖକ ଏସ୍.କେ ସଈଦଙ୍କ କରୋନାରେ ମୃତ୍ୟୁ ଘଟିଛି। ସାହିତ୍ୟ ପ୍ରତି ସାୟେଦଙ୍କ ଅନେକ ଅବଦାନ ରହିଛି। ତାଙ୍କ ସମ୍ପାଦନାରେ ହିନ୍ଦୀ ପତ୍ରିକା ‘ଆପ୍‌ନା ପାଇଗମ’ ପ୍ରକାଶିତ ହୋଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏସ୍.କେ ସଈଦ ଅନେକ ଓଡ଼ିଆ ଲେଖାକୁ ହିନ୍ଦୀରେ ଅନୁବାଦ କରି ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶିତ କରିଛନ୍ତି। ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ଲେଖା ପ୍ରକାଶିତ ହୋଇଛି। ସେ ଆସ୍କା ବିଦ୍ୟାଳୟରେ ହିନ୍ଦୀ ପ୍ରଧ୍ୟାପକ କାର୍ଯ୍ୟ କରୁଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସେ ଜଣାଶୁଣା। ଅତି ନିରୀହ, ଛନ୍ଦକପଟ ଶୁନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଏସ୍‌.କେ ସଈଦଙ୍କ ନିଧନରେ ସାହିତ୍ୟ ଜଗତରେ ବ୍ୟାପକ କ୍ଷତି ଘଟିଛି।

ଏସ୍‌.କେ ସଈଦ ବିଶିଷ୍ଟ ଉର୍ଦ୍ଦୁ କବି କରାମତ ଅଲ୍ଲୀ କରାମତଙ୍କ ଜାମାତା। ସେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିବା ସହିତ ବହ୍ମପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ଲାଭ କରିଛନ୍ତି। ହିନ୍ଦୀ ଭାଷାର ପ୍ରଚାର ଏବଂ ପ୍ରସାର ଦିଗରେ ତାଙ୍କ ଅବଦାନ ଅତୁଳନୀୟ। ଡକ୍ଟର ଏସ୍.କେ ସଈଦଙ୍କ ବିୟୋଗ ଅନେକ ସାହିତ୍ୟକଙ୍କୁ ମର୍ମାହତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story