ଖୋଲିଲା ୪୦ ଗେଟ୍‌, ୩୬ ଘଣ୍ଟା ଭିତରେ ପହଞ୍ଚିବ ବନ୍ୟା ପାଣି

ସମ୍ବଲପୁର:(ଓଡ଼ିଶା ରିପୋର୍ଟର): ପୁଣି ଖୋଲିଲା ହୀରାକୁଦର ଆଉ ୪୦ ଗେଟ୍‌। ଏହାକୁ ମିଶାଇ ଏବେ ହୀରାକୁଦ ଡ୍ୟାମ୍‌ର ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏହା ପୂର୍ବରୁ ୪ଟି ଗେଟ୍‌ ଖୋଲାଯାଇଥିଲା। ଆଜି ସକାଳେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ଆଉ ୪ଟି ଗେଟ୍‌ ଖୋଲା ଯାଇଥିଲା। ଫଳରେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ୩ ଥରରେ ୧୨ଟି ଗେଟ୍‌ ଖୋଲା ହୋଇଛି। ବର୍ତ୍ତମାନ […]

hirakud

hirakud

Tapas Behera
  • Published: Friday, 28 August 2020
  • Updated: 28 August 2020, 04:40 PM IST

Sports

Latest News

ସମ୍ବଲପୁର:(ଓଡ଼ିଶା ରିପୋର୍ଟର): ପୁଣି ଖୋଲିଲା ହୀରାକୁଦର ଆଉ ୪୦ ଗେଟ୍‌। ଏହାକୁ ମିଶାଇ ଏବେ ହୀରାକୁଦ ଡ୍ୟାମ୍‌ର ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏହା ପୂର୍ବରୁ ୪ଟି ଗେଟ୍‌ ଖୋଲାଯାଇଥିଲା। ଆଜି ସକାଳେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ଆଉ ୪ଟି ଗେଟ୍‌ ଖୋଲା ଯାଇଥିଲା। ଫଳରେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା।

ଏହାପରେ ୩ ଥରରେ ୧୨ଟି ଗେଟ୍‌ ଖୋଲା ହୋଇଛି। ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦରୁ ଛଡାଯାଉଥିବା ବନ୍ୟା ଜଳ ମୁଣ୍ଡଳିକୁ ପହଞ୍ଚିବା ପାଇଁ ୩୬ ଘଣ୍ଟା ଲାଗିଥାଏ। ହୀରାକୁଦରୁ ୧୧୫ କିଲୋମିଟର ଦୂରରେ ରହିଛି ଖଇରମାଲ। ଏଠାରେ ହୀରାକୁଦ ଜଳ ପହଞ୍ଚିବା ପାଇଁ ଲାଗିଥାଏ ୧୨ରୁ ୧୮ ଘଣ୍ଟା।

ଖଇରମାଳରୁ ବରମୂଳ ୧୦୬ କିମି ଦୂରତାକୁ ୧୨ରୁ ୧୬ ଘଣ୍ଟା ଏବଂ ବରମୂଳରୁ ମୁଣ୍ଡଳିରେ ପାଣି ପହଞ୍ଚିବାକୁ ୧୨ରୁ ୧୬ ଘଣ୍ଟା ଲାଗିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos