ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯାଇଛି ଏ ବର୍ଷର ପ୍ରଥମ ବନ୍ୟାଜଳ। ମୋଟ ୨ଟି ଗେଟ୍‌ ଦେଇ ବର୍ତ୍ତମାନ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି। ଆଜି ଦିନ ପ୍ରାୟ ୧୧ଟା ବେଳେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍‌କୁ ଖୋଲାଯାଇଥିଲା। ଏହା ପରେ ଆଉ ଗୋଟେ ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ ହୀରାକୁଦ୍, ବୁର୍ଲା ଓ ସମ୍ବଲପୁର ଅଞ୍ଚଳରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ହୀରାକୁଦ […]

Hirakud Dam

Hirakud Dam

Jitendra Garnayak
  • Published: Sunday, 11 July 2021
  • Updated: 11 July 2021, 02:16 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯାଇଛି ଏ ବର୍ଷର ପ୍ରଥମ ବନ୍ୟାଜଳ। ମୋଟ ୨ଟି ଗେଟ୍‌ ଦେଇ ବର୍ତ୍ତମାନ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି।

ଆଜି ଦିନ ପ୍ରାୟ ୧୧ଟା ବେଳେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍‌କୁ ଖୋଲାଯାଇଥିଲା। ଏହା ପରେ ଆଉ ଗୋଟେ ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ ହୀରାକୁଦ୍, ବୁର୍ଲା ଓ ସମ୍ବଲପୁର ଅଞ୍ଚଳରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା।

ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ହେଉଛି ୬୩୦ ଫୁଟ୍‌। ଏବେ ଏଠାରେ ଜଳପତ୍ତନ ୬୦୯.୩୯ ଫୁଟ୍ ରହିଛି। ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୬୩ ହଜାର ୬୧୨ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡକୁ ୨୨ ହଜାର ୭୮୩ ଘନଫୁଟ୍ ଜଳ ନିଷ୍କାସିତ ହେଉଛି।

ଉପର ମୁଣ୍ଡରେ ବର୍ଷା କି ବନ୍ୟା ପରିସ୍ଥିତି ନଥିବାରୁ ଏବେ ଆଉ ଅଧିକ ଗେଟ୍‌ ଖୋଲାଯିବ ନାହିଁ ବୋଲି ଜଣାପଡ଼ିଛି। ଏହା ସହିତ ଏହି ବନ୍ୟାଜଳ ନିଷ୍କାସନ ଯୋଗୁ ତଳ ମୁଣ୍ଡରେ ତଥା ମହାନଦୀର ଶାଖା ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିବାର କୌଣସି ସମ୍ଭାବନା ନାହିଁ ବୋଲି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story