ହୀରାକୁଦ ଡ୍ୟାମ୍ ସୁରକ୍ଷିତ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ ସୁରକ୍ଷିତ। ହୀରାକୁଦ ଡ୍ୟାମ୍‌ ପ୍ରାଥମିକ ସର୍ଭେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀଙ୍କୁ ଏ ନେଇ ସିଏସ୍‌ଏମ୍‌ଆର୍‌ଏସ୍‌ ରିପୋର୍ଟ ଦେଇଛି। ମାର୍ଚ୍ଚା ୧୫ରୁ ଏପ୍ରିଲ ପ୍ରଥମ ସପ୍ତାହ ମଧ୍ୟରେ ଅଣ୍ଡ ୱାଟର ସର୍ଭେ ବେଳେ ୩୨ଟି ସିଡି ପ୍ରସ୍ତୁତ ହୋଇଥିଲା। ଉଭୟ ପାୱାର ଡ୍ୟାମ ଓ ସ୍ପିଲ୍‌ ୱେ ସର୍ଭେ ହୋଇଥିଲା। ଏସବୁ ସିଡିର ପ୍ରାଥମିକ ଅନୁଧ୍ୟାନ ବେଳେ ପାୱାର ଡ୍ୟାମ୍‌ ଠିକ ଥିବା ଜଣାପଡିଛି ବୋଲି ହୀରାକୁଦ ଡ୍ୟାମ […]

hirakuda

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 10:16 AM IST

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ ସୁରକ୍ଷିତ। ହୀରାକୁଦ ଡ୍ୟାମ୍‌ ପ୍ରାଥମିକ ସର୍ଭେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀଙ୍କୁ ଏ ନେଇ ସିଏସ୍‌ଏମ୍‌ଆର୍‌ଏସ୍‌ ରିପୋର୍ଟ ଦେଇଛି।

ମାର୍ଚ୍ଚା ୧୫ରୁ ଏପ୍ରିଲ ପ୍ରଥମ ସପ୍ତାହ ମଧ୍ୟରେ ଅଣ୍ଡ ୱାଟର ସର୍ଭେ ବେଳେ ୩୨ଟି ସିଡି ପ୍ରସ୍ତୁତ ହୋଇଥିଲା। ଉଭୟ ପାୱାର ଡ୍ୟାମ ଓ ସ୍ପିଲ୍‌ ୱେ ସର୍ଭେ ହୋଇଥିଲା। ଏସବୁ ସିଡିର ପ୍ରାଥମିକ ଅନୁଧ୍ୟାନ ବେଳେ ପାୱାର ଡ୍ୟାମ୍‌ ଠିକ ଥିବା ଜଣାପଡିଛି ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ବିଶ୍ୱଜିତ ମହାନ୍ତି କହିଛନ୍ତି।

Related story