୪ ଦିନ ରିମାଣ୍ଡ୍‌ରେ ଯିବ ରସିକିଆ ଲୁଟେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିମାଣ୍ଡ୍‌ରେ ଯିବ ହାଇଟେକ୍ ଲୁଟେରା ସଞ୍ଜୟ ନିଶଙ୍କ। ଲୁଟ୍ ଘଟଣାର ଖୋଳତାଡ଼ ପାଇଁ କମିଶନରେଟ୍ ପୁଲିସ୍‌ ତାକୁ ୪ ଦିନିଆ ରିମାଣ୍ଡରେ ଆଣିବ। ସଞ୍ଜୟ ଆଉ କେଉଁ କେଉଁ ଚୋରିରେ ସଂପୃକ୍ତ ରହିଛି, ଚୋରି ବେଳେ କେଉଁ ଟେକନିକ୍ ଆପଣାଉଥିଲା, ରିମାଣ୍ଡ୍ ସମୟରେ ସେ ନେଇ ଖୋଳତାଡ଼ କରିବ ପୁଲିସ୍‌। ବିବିଏ ଛାତ୍ରରୁ ହାଇଟେକ୍ ଚୋର ପାଲଟିଥିବା ସଞ୍ଜୟ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ହେଲମେଟ୍ ପିନ୍ଧି ଚୋରି କରୁଥିଲା। ବିଶେଷତଃ ଛୁଟିଦିନ, ପର୍ବପର୍ବାଣୀ ଓ […]

remand

remand

Rakesh Mallick
  • Published: Tuesday, 31 July 2018
  • Updated: 31 July 2018, 02:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିମାଣ୍ଡ୍‌ରେ ଯିବ ହାଇଟେକ୍ ଲୁଟେରା ସଞ୍ଜୟ ନିଶଙ୍କ। ଲୁଟ୍ ଘଟଣାର ଖୋଳତାଡ଼ ପାଇଁ କମିଶନରେଟ୍ ପୁଲିସ୍‌ ତାକୁ ୪ ଦିନିଆ ରିମାଣ୍ଡରେ ଆଣିବ।

ସଞ୍ଜୟ ଆଉ କେଉଁ କେଉଁ ଚୋରିରେ ସଂପୃକ୍ତ ରହିଛି, ଚୋରି ବେଳେ କେଉଁ ଟେକନିକ୍ ଆପଣାଉଥିଲା, ରିମାଣ୍ଡ୍ ସମୟରେ ସେ ନେଇ ଖୋଳତାଡ଼ କରିବ ପୁଲିସ୍‌।

ବିବିଏ ଛାତ୍ରରୁ ହାଇଟେକ୍ ଚୋର ପାଲଟିଥିବା ସଞ୍ଜୟ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ହେଲମେଟ୍ ପିନ୍ଧି ଚୋରି କରୁଥିଲା। ବିଶେଷତଃ ଛୁଟିଦିନ, ପର୍ବପର୍ବାଣୀ ଓ ଅନ୍ୟ ସମୟରେ ସଞ୍ଜୟ ହେଲ୍ମେଟ ଭିତରେ ମୁହଁ ଲୁଚାଇ ଘରେ କଳାକନା ବୁଲାଉଥିଲା। ଦେଢ଼ବର୍ଷ ଭିତରେ ସଞ୍ଜୟ ପ୍ରାୟ ୬୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଲୁଟିଥିଲା।

ଗତ ୨୬ ତାରିଖରେ କମିଶନରେଟ୍‌ ପୁଲିସ୍‌ ତାକୁ ଧରିବାରେ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story